ଅର୍ଥ : ତେଜସ୍ୱୀ ହେବାର ଭାବ
ଉଦାହରଣ :
ତେଜସ୍ୱିତା କାରଣରୁ ମହାପୁରୁଷଙ୍କ ମୁଖମଣ୍ଡଳ ଚମକି ଉଠୁଛିତାଙ୍କର ତେଜ ଚାରିଆଡ଼େ ଖେଳିଯାଇଛି
ସମକକ୍ଷ : ତେଜସ୍ୱିତା
ଅର୍ଥ : ଧାରୁଆ ହତିଆର ଧାରର ରଙ୍ଗ ବା ଚମକ ଯାହାଦ୍ୱାରା ଏହାର ଉତ୍ତମତା ପ୍ରକାଶିତ ହୋଇଥାଏ
ଉଦାହରଣ :
ଏହି ତରବାରୀର ତେଜ ଦେଖିବାଯୋଗ୍ୟ
ଅର୍ଥ : କୌଣସି କାମପାଇଁ ହେଉଥିବା ଉତ୍ସାହ
ଉଦାହରଣ :
ନୀରଜ ସବୁ କାମକୁ ବଡ ଫୂର୍ତ୍ତିରେ କରେ
ସମକକ୍ଷ : ଉତ୍ସାହ, ଚଞ୍ଚଳତା, ଫୂର୍ତ୍ତି, ସ୍ପୂର୍ତ୍ତି