ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କୌଣସି ବସ୍ତୁ ବା ଘଟଣାର ଆବଶ୍ୟକତାରୁ ଅଧିକ ହେବାର ଅବସ୍ଥା ବା ଭାବ
ଉଦାହରଣ : ଅଧିକ ସବୁବେଳେ ମନ୍ଦ
किसी वस्तु या बात का आवश्यकता या औचित्य से अधिक या गम्भीर होने की अवस्था या भाव।
The state of being more than full.
ଅର୍ଥ : ନ୍ୟାୟରେ ଏକ ପ୍ରକାର ନିଗ୍ରହସ୍ଥାନ
ଉଦାହରଣ : ଅଧିକରୁ ରକ୍ଷାପାଇବାର ଉପାୟ ବତାନ୍ତୁ
न्याय में एक प्रकार का निग्रहस्थान।
ଅର୍ଥ : ଅଧିକ ମାତ୍ରାରେ
ଉଦାହରଣ : ସେ ଆଜି ଖୁବ ହସିଲା
ସମକକ୍ଷ : ଖୁବ, ବହୁତ, ବେଜାଏ
अधिक मात्रा में।
To a very great degree or extent.
ଅର୍ଥ : ଅଧିକ ବା ଜାଦା
ଉଦାହରଣ : ସେ ଚିନି ଦଶ କିଲୋରୁ ଅଧିକ ପରିବାବାଲା ଏକ କିଲୋ ପରିବା ଓଜନ କରିବାପରେ ଉପରେ ଆଉକିଛି ଢାଳିଦେଲେ
ସମକକ୍ଷ : ଉପରେ, ଜ୍ୟାଦା
नियत मात्रा से अधिक या ज्यादा।
ଅର୍ଥ : ସାଧାରଣରୁ ଉଚ୍ଚ
ଉଦାହରଣ : ପିଲାମାନେ ଉଚ୍ଚ ସ୍ୱରରେ ଗାଉଥିଲେ
ସମକକ୍ଷ : ଉଚ୍ଚ, ତୀକ୍ଷଣ, ତୀବ୍ର, ତେଜ
साधारण से ऊँचा।
Characterized by or producing sound of great volume or intensity.
ଅର୍ଥ : ଯାହା ଶ୍ରେଣୀ, ପ୍ରବଳତା, ମାତ୍ରା ଆଦିରେ ସାମାନ୍ୟ ବଡ଼ ହୋଇଥାଏ
ଉଦାହରଣ : ଉଚ୍ଚ ତାପମାନରେ ପାଣି
ସମକକ୍ଷ : ଉଚ୍ଚ
जो श्रेणी, प्रबलता, मात्रा आदि में सामान्य से बढ़कर हो।
Greater than normal in degree or intensity or amount.
ଅର୍ଥ : ଯାହା ମାତ୍ରାରେ ଅଧିକ
ଉଦାହରଣ : ସେ ଅଗାଧ ସଂପତ୍ତିର ମାଲିକ
ସମକକ୍ଷ : ଅଗାଧ, ଅତି, ଅତିଶୟ, ଅତ୍ୟନ୍ତ, ଖୁବ୍, ପ୍ରଚୁର, ବହୁ, ବହୁତ, ବେଶୀ
जो मात्रा में ज़्यादा हो।
(quantifier used with mass nouns) great in quantity or degree or extent.
ଅର୍ଥ : ଅଧିକ ଅଂଶ ସହିତ ସମ୍ବନ୍ଧିତ ବା ଅଧିକ ଅଂଶର ବା ଯାହା ଅଧିକ ମାତ୍ରାରେ ଅଛି
ଉଦାହରଣ : ଏହି କ୍ଷେତ୍ରର ଅଧିକାଂଶ ଭାଗ ଜଙ୍ଗଲ ବେଷ୍ଠିତ
ସମକକ୍ଷ : ଅଧିକାଂଶ, ବହୁତ
अधिक अंश से संबंधित या अधिक अंश का या जो अधिक मात्रा में हो।
Greater in number or size or amount.
ଅର୍ଥ : ଯେ ଅଧିକ ଭଲ
ଉଦାହରଣ : ପଢ଼ାରେ ରାଘବ ମାଧବ ଠାରୁ ଉତ୍ତମ
ସମକକ୍ଷ : ଅଗ୍ରଗଣ୍ୟ, ଉତ୍ତମ, ଉନ୍ନତ, ଉନ୍ନତତର, ବେଶୀ, ଶ୍ରେୟସ୍କର
जो अधिक अच्छा हो।
ସଂସ୍ଥାପନ କରନ୍ତୁ