ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦ୍ରୁତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦ୍ରୁତ   ବିଶେଷ୍ୟ

ଅର୍ଥ : ସଙ୍ଗୀତରେ ତାଳର ଏକ ମାତ୍ରାର ଅଧା

ଉଦାହରଣ : ସେ ଦ୍ରୁତ ତାଳରେ ଗାଉଛି

ସମକକ୍ଷ : ଦ୍ରୁତ ତାଳ, ଦ୍ରୁତ ଲୟ

संगीत में ताल की एक मात्रा का आधा।

वह द्रुत गा रहा है।
द्रुत

ଦ୍ରୁତ   ବିଶେଷଣ

ଅର୍ଥ : ଶୀଘ୍ର ଚାଲିବା ବାଲା ବା ଯେଉଁଥିରେ ବେଗ ରହିଥାଏ

ଉଦାହରଣ : ସେ ବହୁତ ଦ୍ରୁତ ଗତିରେ ନିଜର ଗନ୍ତବ୍ୟ ସ୍ଥଳକୁ ଚାଲିଗଲା ସେଇଟା ଉଡ଼ନ୍ତା ସାପ

ସମକକ୍ଷ : ଉଡ଼ନ୍ତା, ତୀବ୍ର, ତେଜ

जिसमें तेजी हो।

वह द्रुत गति से अपने गंतव्य की ओर बढ़ा जा रहा था।
वह उड़ना साँप था।
उड़ना, तीव्र, तेज, तेज़, द्रुत

ଅର୍ଥ : ଯାହାର ଶୀଘ୍ର ପହଞ୍ଚିବା ବା ଯାହା ବିଷୟରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ

ଉଦାହରଣ : ଶୀଘ୍ର ଖବର ପଠାଇବା ପାଇଁ ଅତ୍ୟନ୍ତ ଆଧୁନିକ ଉପକରଣର ବ୍ୟବସ୍ଥା କରାଯିବ କଂପ୍ୟୁଟରରେ ଇ-ବିକ୍ରୟ ତ୍ୱରିତ ସେବା ଉପଲବ୍ଧ ହେଉଛି

ସମକକ୍ଷ : ତ୍ୱରିତ

जिसका जल्दी पहुँचना या जिसके संबंध में जल्दी कार्रवाई होना आवश्यक हो।

त्वरित संदेश भेजने के लिए अत्यंत आधुनिक उपकरणों की व्यवस्था की जाएगी।
कम्प्यूटर पर ई-विक्रय त्वरित सेवाएँ उपलब्ध हैं।
त्वरित

Performed with little or no delay.

An immediate reply to my letter.
A prompt reply.
Was quick to respond.
A straightaway denial.
immediate, prompt, quick, straightaway

ଅର୍ଥ : ଯାହା ଶୀଘ୍ର ଚାଲେ ବା ପହଞ୍ଚେ

ଉଦାହରଣ : ଦ୍ରୁତବେଗରେ ଚାଲୁଥିବା ଗାଡ଼ିଗୁଡ଼ିକର ସଂଖ୍ୟା ବହୁତ ଶୀଘ୍ର ଦୁଇଗୁଣ କରିଦିଆଯିବ

ସମକକ୍ଷ : କ୍ଷିପ୍ର, ତ୍ୱରିତ, ଶୀଘ୍ର

जल्दी चलने या पहुँचने वाला।

त्वरित गति से चलने वाली गाड़ियों की संख्या शीघ्र ही दोगुनी कर दी जाएगी।
त्वरित