ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ସଙ୍ଗୀତର ଏକ ଉଚ୍ଚା ସପ୍ତକ
ଉଦାହରଣ : ସେ ଉଚ୍ଚ ରାଗରେ ଗାଉଛି
संगीत में एक ऊँचा सप्तक।
ଅର୍ଥ : ଉପର ଆଡ଼କୁ ବିସ୍ତାର ବା ଭୂମିରୁ ନେଇ ଏକଦମ ଉପର ପର୍ଯ୍ୟନ୍ତ ବିସ୍ତାର
ଉଦାହରଣ : କୁତବମୀନାରର ଉଚ୍ଚତା ବହୁତ ଅଧିକ ତା’ର ଉଚ୍ଚତା ମୋ ଭାଇ ସହିତ ସମାନ ତାହାର ପ୍ରସିଦ୍ଧି ଉଚ୍ଚ ସ୍ଥାନରେ ଅଛି
ସମକକ୍ଷ : ଉଚ୍ଚତା, ଶୀର୍ଷ
ऊपर की ओर का विस्तार या आधार से लेकर एकदम ऊपर तक का विस्तार या ऊँचा होने की अवस्था या भाव।
The vertical dimension of extension. Distance from the base of something to the top.
ଅର୍ଥ : ବହୁତ ବଡ଼ ଓ ବିଶେଷ ଉଚ୍ଚତାଯୁକ୍ତ ବା ଯାହାର ବିସ୍ତ୍ରୃତି ଉପର ଆଡ଼କୁ ହୋଇଛି
ଉଦାହରଣ : ଏଭେରେଷ୍ଟ ହିମାଳୟର ସବୁଠୁଁ ଉଚ୍ଚ ଶିଖର ତାର ଲଲାଟ ଉଚ୍ଚ ମୟଙ୍କ ଆଣ୍ଠୁପର୍ଯ୍ୟନ୍ତ ଉଚ୍ଚ ପ୍ୟାଣ୍ଟ ପିନ୍ଧେ
ସମକକ୍ଷ : ଉଚ୍ଚା, ଉଞ୍ଚ, ଉଞ୍ଚା, ଉତ୍ତୁଙ୍ଗ, ଉନ୍ନତ, ତୁଙ୍ଗ
बहुत बड़ा या विशेष ऊँचाई का या जिसका विस्तार ऊपर की ओर अधिक हो।
ଅର୍ଥ : ସାଧାରଣରୁ ଉଚ୍ଚ
ଉଦାହରଣ : ପିଲାମାନେ ଉଚ୍ଚ ସ୍ୱରରେ ଗାଉଥିଲେ
ସମକକ୍ଷ : ଅଧିକ, ତୀକ୍ଷଣ, ତୀବ୍ର, ତେଜ
साधारण से ऊँचा।
Characterized by or producing sound of great volume or intensity.
ଅର୍ଥ : ଯେ ଜାତି, ପଦ, ଗୁଣଆଦିର ଆଗରେ ଅଛି
ଉଦାହରଣ : ଶ୍ୟାମ ଉଚ୍ଚ ଜାତିର
ସମକକ୍ଷ : ଶ୍ରେଷ୍ଠ
जो जाति, पद, गुण आदि में बढ़कर हो।
Superior in rank or accomplishment.
ଅର୍ଥ : ଯାହା ଶ୍ରେଣୀ, ପ୍ରବଳତା, ମାତ୍ରା ଆଦିରେ ସାମାନ୍ୟ ବଡ଼ ହୋଇଥାଏ
ଉଦାହରଣ : ଉଚ୍ଚ ତାପମାନରେ ପାଣି
ସମକକ୍ଷ : ଅଧିକ
जो श्रेणी, प्रबलता, मात्रा आदि में सामान्य से बढ़कर हो।
Greater than normal in degree or intensity or amount.
ସଂସ୍ଥାପନ କରନ୍ତୁ