ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଫୂର୍ତ୍ତି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଫୂର୍ତ୍ତି   ବିଶେଷ୍ୟ

ଅର୍ଥ : ଶୀଘ୍ର ହେବାର ଅବସ୍ଥା ବା ଭାବ

ଉଦାହରଣ : ଗୁଣ୍ଡୁଚି ଶୀଘ୍ରଶୀଘ୍ର ଗଛରେ ଚଢ଼ିଗଲା ତା’ କାମରେ ଶୀଘ୍ରତା ଅଛି

ସମକକ୍ଷ : ଚଞ୍ଚଳତା, ଜଲ୍‌ଦି, ତୀବ୍ରତା, ତ୍ୱରିତ, ଶୀଘ୍ରତା, ଶୀଘ୍ରଶୀଘ୍ର

शीघ्र होने की अवस्था या भाव।

उसके काम में शीघ्रता है।
जल्दी का काम शैतान का।
अप्रलंब, अप्रलम्ब, ईषणा, चटका, चपलता, जल्दी, तपाक, तीक्ष्णता, तीव्रता, तेज़ी, तेजी, त्वरण, त्वरा, फुरती, फुर्ति, रय, वेग, शिद्दत, शीघ्रता, सिताब

A rate that is rapid.

celerity, quickness, rapidity, rapidness, speediness

ଅର୍ଥ : କୌଣସି କାମପାଇଁ ହେଉଥିବା ଉତ୍ସାହ

ଉଦାହରଣ : ନୀରଜ ସବୁ କାମକୁ ବଡ ଫୂର୍ତ୍ତିରେ କରେ

ସମକକ୍ଷ : ଉତ୍ସାହ, ଚଞ୍ଚଳତା, ତେଜ, ସ୍ପୂର୍ତ୍ତି

किसी काम के लिए होने वाला उत्साह।

छोटे बच्चों में बड़ी फुर्ती होती है।
चुस्ती, फुरती, फुर्ती, स्फुरण, स्फूर्ति

The gracefulness of a person or animal that is quick and nimble.

agility, legerity, lightness, lightsomeness, nimbleness