ଅର୍ଥ : ଜଣେ ଦାନବ
ଉଦାହରଣ :
ପୁରାଣମାନଙ୍କରେ ଉଗ୍ରଙ୍କ ବର୍ଣ୍ଣନା ମିଳେ
ଅର୍ଥ : ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପୂର୍ବାଫାଲ୍ଗୁନୀ, ପୂର୍ବାଷାଢା,ପୂର୍ବାଭାଦ୍ରପଦ, ମଘା ତଥା ଭରଣୀ ଏହି ପାଞ୍ଚଟି ନକ୍ଷତ୍ର
ଉଦାହରଣ :
ଉଗ୍ର ନକ୍ଷତ୍ରମାନଙ୍କୁ ସ୍ବଭାବରୁହିଁ ପ୍ରବଳ ବୋଲି ବିଚାର କରାଯାଏ
ଅର୍ଥ : ଧୃତରାଷ୍ଟ୍ରଙ୍କର ଜଣେ ପୁତ୍ର
ଉଦାହରଣ :
ମହାଭାରତରେ ଉଗ୍ରଙ୍କ ଉଲ୍ଲେଖ ମିଳେ
ଅର୍ଥ : ଶୂଦ୍ର ମାଆ ଏବଂ କ୍ଷତ୍ରିୟ ବାପାଙ୍କଠାରୁ ଉତ୍ପନ୍ନ ଗୋଟିଏ ପ୍ରାଚୀନ ସଙ୍କର ଜାତି
ଉଦାହରଣ :
କୁହାଯାଏ ଯେ ଉଗ୍ର ଜାତିର ଲୋକମାନଙ୍କ ସ୍ବଭାବ ବହୁତ ଉଗ୍ର ତଥା କ୍ରୂର ଥିଲା