ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରଭା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରଭା   ବିଶେଷ୍ୟ

ଅର୍ଥ : ସୂର୍ଯ୍ୟଙ୍କ ଜଣେ ପତ୍ନୀ

ଉଦାହରଣ : ସୂର୍ଯ୍ୟଙ୍କ ପୁତ୍ର ପ୍ରଭାତ ପ୍ରଭାଙ୍କ ଗର୍ଭରୁ ଜନ୍ମିଥିଲେ

सूर्य की एक पत्नी।

सूर्य के एक पुत्र प्रभात, प्रभा के गर्भ से पैदा हुए थे।
प्रभा

An imaginary being of myth or fable.

mythical being

ଅର୍ଥ : ଜଣେ ଅପ୍ସରା

ଉଦାହରଣ : ପ୍ରଭା ଜଣେ କୁଶଳୀ ନର୍ତ୍ତକୀ ଥିଲେ

एक अप्सरा।

प्रभा एक कुशल नर्तकी थी।
प्रभा

(classical mythology) a minor nature goddess usually depicted as a beautiful maiden.

The ancient Greeks believed that nymphs inhabited forests and bodies of water.
nymph

ଅର୍ଥ : ଏକ ପ୍ରକାରର ପ୍ରକାଶ

ଉଦାହରଣ : ତା’ ଚେହେରାର ଚମକ ସ୍ପଷ୍ଟ ଭାବେ ଝଲକୁଥିଲା

ସମକକ୍ଷ : ଆଭା, ଉଜ୍ଜଳତା, କାନ୍ତି, ଚମକ, ଜ୍ୟୋତି, ତେଜ, ଦୀପ୍ତି, ଦ୍ୟୁତି, ଭାସ, ରକ୍ତିମା

Merriment expressed by a brightness or gleam or animation of countenance.

He had a sparkle in his eye.
There's a perpetual twinkle in his eyes.
light, spark, sparkle, twinkle