ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶାଣିତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶାଣିତ   ବିଶେଷଣ

ଅର୍ଥ : ତେଜ ବା ପ୍ରଖର

ଉଦାହରଣ : ଏହି କାମ କରିବା ନିମନ୍ତେ ତୀକ୍ଷ୍‌ଣ ବୁଦ୍ଧିର ଆବଶ୍ୟକତା ରହିଛି

ସମକକ୍ଷ : ଉଗ୍ର, ତୀକ୍ଷ୍‌ଣ, ତୀବ୍ର, ତେଜ, ପ୍ରଖର

तेज़ या प्रखर।

इस काम को करने के लिए तीक्ष्ण बुद्धि की जरूरत है।
अकुंठ, अकुंठित, अकुण्ठ, अकुण्ठित, कुशाग्र, खर, चंड, तीक्ष्ण, तीव्र, तेज, तेज़, पैना, प्रखर, बरबंड, विषम

Having or demonstrating ability to recognize or draw fine distinctions.

An acute observer of politics and politicians.
Incisive comments.
Icy knifelike reasoning.
As sharp and incisive as the stroke of a fang.
Penetrating insight.
Frequent penetrative observations.
acute, discriminating, incisive, keen, knifelike, penetrating, penetrative, piercing, sharp

ଅର୍ଥ : ଯେଉଁଥିରେ ଧାର ଅଛି

ଉଦାହରଣ : ସେ ଏକ ଧାରୁଆ ଅସ୍ତ୍ରରେ ସାପକୁ ପ୍ରହାର କଲା

ସମକକ୍ଷ : ଦାଢୁଆ, ଧାରୁଆ

जिसमें धार हो।

उसने एक धारदार हथियार से साँप पर वार किया।
धारदार, धारवाला, धाराल, पैना, शित

ଅର୍ଥ : ଛୁଞ୍ଚି ଆକାରର ଅର୍ଥାତ ଲମ୍ବା ଏବଂ ମୁନିଆ

ଉଦାହରଣ : ଏହି ଗୃହ ମୁନିଆ ସ୍ତମ୍ବ ଉପରେ ଠିଆ ହୋଇଛି

ସମକକ୍ଷ : ମୁନଯୁକ୍ତ, ମୁନିଆ

सूई के आकार का यानि लंबा और नुकीला।

यह भवन सूच्याकार स्तंभों पर टिका हुआ है।
सूच्याकार

Narrow and long and pointed. As pine leaves.

acerate, acerose, acicular, needle-shaped