ଅର୍ଥ : କୌଣସି ପ୍ରଭାବଶାଳି ବ୍ୟକ୍ତିକୁ ଲକ୍ଷକରି କହିବା କିମ୍ବା କରିବାପାଇଁ ହେଉଥିବା ସଂକେତ
ଉଦାହରଣ :
ମୋତେ ଚିତ୍ରକଳାର ପ୍ରେରଣା ମାଆଙ୍କଠାରୁ ମିଳିଛି
ସମକକ୍ଷ : ପ୍ରେରଣା
ଅର୍ଥ : କିଛି କରିବାପାଇଁ କାହାରି ଉତ୍ସାହ ବଢ଼ାଇବାର ପ୍ରକ୍ରିୟା
ଉଦାହରଣ :
ସେ ପ୍ରତିଯୋଗୀମାନଙ୍କୁ ପ୍ରୋତ୍ସାହନ ଦେଉଥିଲେ
ସମକକ୍ଷ : ପ୍ରୋତ୍ସାହ, ପ୍ରୋତ୍ସାହନ
ଅର୍ଥ : କୌଣସି କାମପାଇଁ ହେଉଥିବା ଉତ୍ସାହ
ଉଦାହରଣ :
ନୀରଜ ସବୁ କାମକୁ ବଡ ଫୂର୍ତ୍ତିରେ କରେ
ସମକକ୍ଷ : ଚଞ୍ଚଳତା, ତେଜ, ଫୂର୍ତ୍ତି, ସ୍ପୂର୍ତ୍ତି
ଅର୍ଥ : ଯେଉଁଥିରେ ଉତ୍ସାହ ଅଛି କିମ୍ବା ଉତ୍ସାହରେ ଭରପୂର୍ଣ୍ଣ
ଉଦାହରଣ :
ସେ ଉତ୍ସାହ ସହକାରେ ଭାଷଣ ଦେଲା
ସମକକ୍ଷ : ଆବେଶପୂର୍ଣ୍ଣ, ସରଗରମ