ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଜୋରରେ
ଉଦାହରଣ : ପ୍ରବଳବେଗରେ ପବନ ବହୁଛି ଏଠାରେ ପାଣିର ପ୍ରବାହ ଉଗ୍ର ବାହାରେ ତେଜ ଖରା
ସମକକ୍ଷ : ଉଗ୍ର, ତୀବ୍ର, ତେଜ, ପ୍ରଚଣ୍ଡ
जोर का।
ଅର୍ଥ : ଆବଶ୍ୟକତାଠାରୁ ଅଧିକ ବା ବହୁତ ଅଧିକ
ଉଦାହରଣ : ଭୀଷଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଗଲା
ସମକକ୍ଷ : ଘୋର, ଭୀଷଣ, ଭୟଙ୍କର, ଭୟାନକ
आवश्यकता से अधिक या बहुत ही अधिक।
Unusually great in degree or quantity or number.
ସଂସ୍ଥାପନ କରନ୍ତୁ
अमेजन से खरीदेँ