ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦ୍ୟୁତି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦ୍ୟୁତି   ବିଶେଷ୍ୟ

ଅର୍ଥ : ସେହି ଶକ୍ତି ବା ତତ୍ତ୍ୱ ଯାହା ମିଶିଲେ ବସ୍ତୁଆଦିର ରୂପ ଆଖିକୁ ଦେଖାଯାଏ

ଉଦାହରଣ : ସୂର୍ଯ୍ୟ ଉଦୟ ହେଲା ପରେ ଚତୁର୍ଦ୍ଦିଗ ଆଲୋକିତ ହୋଇଗଲା

ସମକକ୍ଷ : ଆଲୋକ, ଉଜ୍ୱଳ, ଉଜ୍ୱଳିତ, ଜ୍ୟୋତି, ପ୍ରକାଶ, ରୋଷଣୀ

(physics) electromagnetic radiation that can produce a visual sensation.

The light was filtered through a soft glass window.
light, visible light, visible radiation

ଅର୍ଥ : ରତ୍ନର ଚକ୍‌ମକ୍ ବା ଦୀପ୍ତି

ଉଦାହରଣ : ହୀରାର ଚମକ୍‌ ଆଖିକୁ ଚମକାଇ ଦିଏ

ସମକକ୍ଷ : ଆଭା, ଚମକ୍‌

रत्न की चमक-दमक या दीप्ति।

हीरे की चमक आँखों को चौंधिया रही थी।
उद्दीप्ति, चमक, द्युति, रत्न आभा

The visual property of something that shines with reflected light.

luster, lustre, sheen, shininess

ଅର୍ଥ : ଯାହା ସରସ ଓ ସୁନ୍ଦର

ଉଦାହରଣ : ରାଜକୁମାରୀଙ୍କ ଲାବଣ୍ୟ ଦେଖି ସମସ୍ତେ ମୁଗ୍ଧ ହୋଇଗଲେ

ସମକକ୍ଷ : ଲାବଣ୍ୟ, ସୌନ୍ଦର୍ଯ୍ୟ

ଅର୍ଥ : ସୂର୍ଯ୍ୟ,ଚନ୍ଦ୍ର,ଦୀପ ଆଦି ପ୍ରଜ୍ୱଳିତ ପଦାର୍ଥମାନଙ୍କରୁ ପ୍ରବାହିତ ଜ୍ୟୋତିର ଯେଉଁ ଅତି ସୂକ୍ଷ୍ମରେଖାମାନ ବାହାରି ବିଛୁରିତ ହେଲାଭଳି ଦେଖାଯାଏ

ଉଦାହରଣ : ସୂର୍ଯ୍ୟଙ୍କ ପ୍ରଥମ କିରଣରେ ଦିନର ଆରମ୍ଭ ହୁଏ

ସମକକ୍ଷ : ଅଂଶୁ, କିରଣ, ବିଭା, ମୟୂଖ, ରଶ୍ମି

ज्योति की वे अति सूक्ष्म रेखाएँ जो प्रवाह के रूप में सूर्य, चंद्र, दीपक आदि प्रज्वलित पदार्थों में से निकलकर फैलती हुई दिखाई देती हैं।

सूरज की पहली किरण से दिन की शुरुआत होती है।
अंशु, किरण, किरन, केश, गभस्ति, चरण, त्विषि, द्युति, द्युत्, धाम, पौ, प्रसिति, मयूख, मरिचिका, मरीचि, रश्मि, रोचि, विभा, शिपि, ह्रद

A column of light (as from a beacon).

beam, beam of light, irradiation, light beam, ray, ray of light, shaft, shaft of light

ଅର୍ଥ : ଏକ ପ୍ରକାରର ପ୍ରକାଶ

ଉଦାହରଣ : ତା’ ଚେହେରାର ଚମକ ସ୍ପଷ୍ଟ ଭାବେ ଝଲକୁଥିଲା

ସମକକ୍ଷ : ଆଭା, ଉଜ୍ଜଳତା, କାନ୍ତି, ଚମକ, ଜ୍ୟୋତି, ତେଜ, ଦୀପ୍ତି, ପ୍ରଭା, ଭାସ, ରକ୍ତିମା

Merriment expressed by a brightness or gleam or animation of countenance.

He had a sparkle in his eye.
There's a perpetual twinkle in his eyes.
light, spark, sparkle, twinkle