ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚମକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚମକ   ବିଶେଷ୍ୟ

ଅର୍ଥ : ଭଲ ବୃଦ୍ଧି ବା ବିକାଶ ବା ଉଜ୍ଜଳ ହେବାର କ୍ରିୟା

ଉଦାହରଣ : ବିଶ୍ବକପରେ ବିଜୟ ଧୋନୀଙ୍କୁ ଗୋଟିଏ ନୂଆ ଚମକ ଦେଲା

अच्छी वृद्धि या विकास या चमकने की क्रिया।

विश्वकप में जीत ने धोनी को एक नई चमक दी।
चमक

ଅର୍ଥ : ଏକ ପ୍ରକାରର ପ୍ରକାଶ

ଉଦାହରଣ : ତା’ ଚେହେରାର ଚମକ ସ୍ପଷ୍ଟ ଭାବେ ଝଲକୁଥିଲା

ସମକକ୍ଷ : ଆଭା, ଉଜ୍ଜଳତା, କାନ୍ତି, ଜ୍ୟୋତି, ତେଜ, ଦୀପ୍ତି, ଦ୍ୟୁତି, ପ୍ରଭା, ଭାସ, ରକ୍ତିମା

Merriment expressed by a brightness or gleam or animation of countenance.

He had a sparkle in his eye.
There's a perpetual twinkle in his eyes.
light, spark, sparkle, twinkle