ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚଞ୍ଚଳତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚଞ୍ଚଳତା   ବିଶେଷ୍ୟ

ଅର୍ଥ : ଗତିଶୀଳ ହେବାର ଅବସ୍ଥା ବା ଭାବ

ଉଦାହରଣ : ବର୍ଷା ସମୟରେ ନଦୀମାନଙ୍କର ଗତିଶୀଳତା ଦେଖିବା ଯୋଗ୍ୟ ଜୀବନର ଗତିଶୀଳତାର ଶେଷ ହିଁ ମୃତ୍ୟୁ

ସମକକ୍ଷ : ଅସ୍ଥିରତା, ଗତିଶୀଳତା, ଚଳମାନତା

गतिशील होने की अवस्था या भाव।

बरसात के समय में नदियों की गतिशीलता देखते ही बनती है।
जीवन की गतिशीलता का अंत मृत्यु है।
अस्थिति, अस्थिरता, अस्थैर्य, गतिकता, गतिशीलता, गत्वरता, चंचलता, चंचलाहट, चलायमानता, रवानी, विचलता, संचलता

The quality of moving freely.

mobility

ଅର୍ଥ : ଶୀଘ୍ର ହେବାର ଅବସ୍ଥା ବା ଭାବ

ଉଦାହରଣ : ଗୁଣ୍ଡୁଚି ଶୀଘ୍ରଶୀଘ୍ର ଗଛରେ ଚଢ଼ିଗଲା ତା’ କାମରେ ଶୀଘ୍ରତା ଅଛି

ସମକକ୍ଷ : ଜଲ୍‌ଦି, ତୀବ୍ରତା, ତ୍ୱରିତ, ଫୂର୍ତ୍ତି, ଶୀଘ୍ରତା, ଶୀଘ୍ରଶୀଘ୍ର

शीघ्र होने की अवस्था या भाव।

उसके काम में शीघ्रता है।
जल्दी का काम शैतान का।
अप्रलंब, अप्रलम्ब, ईषणा, चटका, चपलता, जल्दी, तपाक, तीक्ष्णता, तीव्रता, तेज़ी, तेजी, त्वरण, त्वरा, फुरती, फुर्ति, रय, वेग, शिद्दत, शीघ्रता, सिताब

A rate that is rapid.

celerity, quickness, rapidity, rapidness, speediness

ଅର୍ଥ : ଦ୍ୱିଧାଯୁକ୍ତ ଅବସ୍ଥା ବା ଭାବ

ଉଦାହରଣ : ଦ୍ୱିଧାରେ କୌଣସି କାମ ଠିକ ଭାବେ ହୁଏ ନାହିଁ

ସମକକ୍ଷ : ଅସ୍ଥିରତା, ଆନ୍ଦୋଳନ, ଦ୍ୱିଧା

डाँवाडोल होने की अवस्था या भाव।

डाँवाडोली में कोई भी काम ठीक से नहीं होता।
डाँवाँडोली, डाँवाडोली

ଅର୍ଥ : ଚିତ୍ତର ଅସ୍ଥିର ହେବା ଭାବ

ଉଦାହରଣ : ବ୍ୟଗ୍ରତା କାରଣରୁ ମୁଁ ଠିକ୍‌ ନିର୍ଣ୍ଣୟ ନେଇପାରୁ ନାହିଁ

ସମକକ୍ଷ : ଅସ୍ଥିରଚିତ୍ତତା, ଉଦ୍‌ବିଗ୍ନତା, ବ୍ୟଗ୍ରତା

चित्त के अस्थिर होने का भाव।

व्यग्रता के कारण मैं सही निर्णय नहीं ले पा रहा हूँ।
अभिनिविष्टता, अशांतता, अस्थिरचित्तता, उद्विग्नता, चलचित्ता, व्यग्रता

Feelings of anxiety that make you tense and irritable.

disquietude, edginess, inquietude, uneasiness

ଅର୍ଥ : କୌଣସି କାମପାଇଁ ହେଉଥିବା ଉତ୍ସାହ

ଉଦାହରଣ : ନୀରଜ ସବୁ କାମକୁ ବଡ ଫୂର୍ତ୍ତିରେ କରେ

ସମକକ୍ଷ : ଉତ୍ସାହ, ତେଜ, ଫୂର୍ତ୍ତି, ସ୍ପୂର୍ତ୍ତି

किसी काम के लिए होने वाला उत्साह।

छोटे बच्चों में बड़ी फुर्ती होती है।
चुस्ती, फुरती, फुर्ती, स्फुरण, स्फूर्ति

The gracefulness of a person or animal that is quick and nimble.

agility, legerity, lightness, lightsomeness, nimbleness

ଅର୍ଥ : ଚଞ୍ଚଳ ହେବାର ଅବସ୍ଥା କିମ୍ବା ଭାବ

ଉଦାହରଣ : ମନର ଚଞ୍ଚଳତାକୁ ଦୂର କର

ସମକକ୍ଷ : ଚପଳତା

The quality of being ceaselessly moving or active.

The restlessness of the wind.
restlessness