ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ତେଜ ବା ପ୍ରଖର
ଉଦାହରଣ : ଏହି କାମ କରିବା ନିମନ୍ତେ ତୀକ୍ଷ୍ଣ ବୁଦ୍ଧିର ଆବଶ୍ୟକତା ରହିଛି
ସମକକ୍ଷ : ଉଗ୍ର, ତୀକ୍ଷ୍ଣ, ତେଜ, ପ୍ରଖର, ଶାଣିତ
तेज़ या प्रखर।
Having or demonstrating ability to recognize or draw fine distinctions.
ଅର୍ଥ : ସାଧାରଣରୁ ଉଚ୍ଚ
ଉଦାହରଣ : ପିଲାମାନେ ଉଚ୍ଚ ସ୍ୱରରେ ଗାଉଥିଲେ
ସମକକ୍ଷ : ଅଧିକ, ଉଚ୍ଚ, ତୀକ୍ଷଣ, ତେଜ
साधारण से ऊँचा।
Characterized by or producing sound of great volume or intensity.
ଅର୍ଥ : ଜୋରରେ
ଉଦାହରଣ : ପ୍ରବଳବେଗରେ ପବନ ବହୁଛି ଏଠାରେ ପାଣିର ପ୍ରବାହ ଉଗ୍ର ବାହାରେ ତେଜ ଖରା
ସମକକ୍ଷ : ଉଗ୍ର, ତେଜ, ପ୍ରଚଣ୍ଡ, ପ୍ରବଳ
जोर का।
ଅର୍ଥ : ଶୀଘ୍ର ଚାଲିବା ବାଲା ବା ଯେଉଁଥିରେ ବେଗ ରହିଥାଏ
ଉଦାହରଣ : ସେ ବହୁତ ଦ୍ରୁତ ଗତିରେ ନିଜର ଗନ୍ତବ୍ୟ ସ୍ଥଳକୁ ଚାଲିଗଲା ସେଇଟା ଉଡ଼ନ୍ତା ସାପ
ସମକକ୍ଷ : ଉଡ଼ନ୍ତା, ତେଜ, ଦ୍ରୁତ
जिसमें तेजी हो।
ସଂସ୍ଥାପନ କରନ୍ତୁ