ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସୁନା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସୁନା   ବିଶେଷ୍ୟ

ଅର୍ଥ : ଛୁଆମାନଙ୍କପାଇଁ ପ୍ରେମ ସଂବୋଧନ

ଉଦାହରଣ : କଣ ପାଇଁ ମୋ ଧନ ଆଜି ଖାଦ୍ୟ ଖାଉନାହିଁ

ସମକକ୍ଷ : ଗେହ୍ଲାପୁଅ, ଧନ, ଲାଲା

बच्चों के लिए प्यार का संबोधन।

मेरा लाल आज खाना क्यों नहीं खा रहा है?
लला, लल्ला, लाल, लाला

ଅର୍ଥ : ଛୋଟ ପିଲାଙ୍କ ଲିଙ୍ଗେନ୍ଦ୍ରିୟ

ଉଦାହରଣ : ଶୀଲାର ଛୁଆର ସୁନାରେ ବ୍ରଣ ଉଠିଛି

ସମକକ୍ଷ : ଗୁଲ, ଗୁଡ଼, ନୁନୀ

छोटे बच्चे की लिंगेन्द्रिय।

शीला के बच्चे की नूनी पर फुंसियाँ निकल आई हैं।
नूनी, फुन्नी

ଅର୍ଥ : ଏକ ବହୁମୂଲ୍ୟ ହଳଦିଆ ଧାତୁ ଯେଉଁଥିରୁ ଗହଣାଆଦି ତିଆରି ହୁଏ

ଉଦାହରଣ : ଆଜିକାଲି ସୁନାର ମୂଲ୍ୟ ଆକାଶ ଛୁଇଁଲାଣି ଚୈତନ୍ୟ ମହାପୁରୁଷଙ୍କ ଶରୀରରୁ ସୁନା ଭଳି ଆଭା ବାହାରୁଥିଲା

ସମକକ୍ଷ : କନକ, କାଞ୍ଚନ, ସୁବର୍ଣ୍ଣ, ହାଟକ, ହେମ