ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କାଞ୍ଚନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କାଞ୍ଚନ   ବିଶେଷ୍ୟ

ଅର୍ଥ : ଛୋଟ ଗଛରୁ ପ୍ରାପ୍ତ ଗୋଟିଏ ସୁନ୍ଦର ଫୁଲ

ଉଦାହରଣ : ମାଳୀ କାଞ୍ଚନ ଫୁଲର ମାଳ ତିଆରି କରୁଥିଲା

ସମକକ୍ଷ : କାଞ୍ଚନ ଫୁଲ

छोटे पेड़ से प्राप्त एक सुन्दर फूल।

माली कचनार की माला बना रहा था।
अश्मंतक, अश्मन्तक, कचनार, कचनार फूल, कुंडली, कुण्डली, युगपत्र, स्वल्पकेशर

Reproductive organ of angiosperm plants especially one having showy or colorful parts.

bloom, blossom, flower

ଅର୍ଥ : ଏକ ବହୁମୂଲ୍ୟ ହଳଦିଆ ଧାତୁ ଯେଉଁଥିରୁ ଗହଣାଆଦି ତିଆରି ହୁଏ

ଉଦାହରଣ : ଆଜିକାଲି ସୁନାର ମୂଲ୍ୟ ଆକାଶ ଛୁଇଁଲାଣି ଚୈତନ୍ୟ ମହାପୁରୁଷଙ୍କ ଶରୀରରୁ ସୁନା ଭଳି ଆଭା ବାହାରୁଥିଲା

ସମକକ୍ଷ : କନକ, ସୁନା, ସୁବର୍ଣ୍ଣ, ହାଟକ, ହେମ

ଅର୍ଥ : ଗୋଟିଏ ଛୋଟ ଗଛ ଯେଉଁଥିରେ ସୁନ୍ଦର ଫୁଲ ଧରେ

ଉଦାହରଣ : ମାଳି କାଞ୍ଚନ ଡାଳଗୁଡ଼ିକୁ ନୁଆଁଇ ଫୁଲ ତୋଳୁଛି

ସମକକ୍ଷ : କାଞ୍ଚନ ଗଛ

एक छोटा पेड़ जिसमें सुन्दर फूल लगते हैं।

मालिन कचनार की डालियाँ झुकाकर फूल तोड़ रही है।
अश्मंतक, अश्मन्तक, इंदुक, इन्दुक, कचनार, कचनार वृक्ष, कुंडली, कुण्डली, युगपत्र, युग्मपत्र, युग्मपर्ण, शातकुंभ, शातकुम्भ

Small East Indian tree having orchid-like flowers and hard dark wood.

bauhinia variegata, mountain ebony, orchid tree