ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ହେମ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ହେମ   ବିଶେଷ୍ୟ

ଅର୍ଥ : ଏକ ବହୁମୂଲ୍ୟ ହଳଦିଆ ଧାତୁ ଯେଉଁଥିରୁ ଗହଣାଆଦି ତିଆରି ହୁଏ

ଉଦାହରଣ : ଆଜିକାଲି ସୁନାର ମୂଲ୍ୟ ଆକାଶ ଛୁଇଁଲାଣି ଚୈତନ୍ୟ ମହାପୁରୁଷଙ୍କ ଶରୀରରୁ ସୁନା ଭଳି ଆଭା ବାହାରୁଥିଲା

ସମକକ୍ଷ : କନକ, କାଞ୍ଚନ, ସୁନା, ସୁବର୍ଣ୍ଣ, ହାଟକ

ଅର୍ଥ : ନୋହଙ୍କ ପୁତ୍ର

ଉଦାହରଣ : ବାଇବେଲରେ ହେମଙ୍କ ବର୍ଣ୍ଣନା ରହିଛି

* नोआ के पुत्र।

हैम का वर्णन बाइबिल में मिलता है।
हैम

(Old Testament) son of Noah.

ham