ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗୁଡ଼ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗୁଡ଼   ବିଶେଷ୍ୟ

ଅର୍ଥ : ଆଖୁ,ଖଜୁରି ଆଦିର ରସକୁ ରାନ୍ଧି ଘନୀକୃତ ବା ମୁଣ୍ଡା ଭଳି ତିଆରି ହେଉଥିବା ମିଠା ପଦାର୍ଥ

ଉଦାହରଣ : କୈଳାସ ପ୍ରତିଦିନ ଦାନ୍ତ ଘଷିଲା ପରେ ଗୁଡ଼ ଖାଇ ପାଣି ପିଏ

ऊख,खजूर आदि का रस पकाकर जमाई हुई बट्टी या भेली।

कैलास प्रतिदिन दातून करने के बाद गुड़ खाकर पानी पीता है।
अरुण, अरुणा, अरुन, इक्षु-पाक, इक्षुपाक, गुड़, रसज, रसपाकज

Unrefined brown sugar made from palm sap.

jaggary, jaggery, jagghery

ଅର୍ଥ : ଛୋଟ ପିଲାଙ୍କ ଲିଙ୍ଗେନ୍ଦ୍ରିୟ

ଉଦାହରଣ : ଶୀଲାର ଛୁଆର ସୁନାରେ ବ୍ରଣ ଉଠିଛି

ସମକକ୍ଷ : ଗୁଲ, ନୁନୀ, ସୁନା

छोटे बच्चे की लिंगेन्द्रिय।

शीला के बच्चे की नूनी पर फुंसियाँ निकल आई हैं।
नूनी, फुन्नी