ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗୁଲ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗୁଲ   ବିଶେଷ୍ୟ

ଅର୍ଥ : ଛୋଟ ପିଲାଙ୍କ ଲିଙ୍ଗେନ୍ଦ୍ରିୟ

ଉଦାହରଣ : ଶୀଲାର ଛୁଆର ସୁନାରେ ବ୍ରଣ ଉଠିଛି

ସମକକ୍ଷ : ଗୁଡ଼, ନୁନୀ, ସୁନା

छोटे बच्चे की लिंगेन्द्रिय।

शीला के बच्चे की नूनी पर फुंसियाँ निकल आई हैं।
नूनी, फुन्नी

ଅର୍ଥ : ଚିଲମ ଟାଣିବା ପରେ ତମାଖୁର ଜଳି ଯାଇଥିବା ବଳକା ଅଂଶ

ଉଦାହରଣ : ଚାକର ଚିଲମର ଗୁଲ ଝାଡ଼ି ପୁଣି ସେଥିରେ ତମାଖୁ ଭର୍ତ୍ତିକଲା

तम्बाखू का जला हुआ वह अंश जो चिलम पीने के बाद बच जाता है।

नौकर ने चिलम का गुल झाड़कर फिर से उसमें तंबाखू भरा।
गुल, जट्ठा

ଅର୍ଥ : ଜଳିକରି ଉପରକୁ ଉଠିଥିବା ଦୀପ ବଳିତାର ଅଂଶ

ଉଦାହରଣ : ରେଶ୍‌ମା ସଳିତାରୁ ଫୁଲ ଝାଡ଼ି ପୁଣି ଦୀପ ତେଜିଲା

ସମକକ୍ଷ : ଫୁଲ

जलकर उभड़ा हुआ दीपक की बत्ती का अंश।

रेशमा ने गुल झाड़कर दीपक को पुनः जलाया।
गुल, पतंगा, पतिंगा, फूल

The charred portion of a candlewick.

snuff