ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଲାଲା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଲାଲା   ବିଶେଷ୍ୟ

ଅର୍ଥ : କାୟସ୍ଥ ଜାତିର ବାଚକ ଶବ୍ଦ

ଉଦାହରଣ : ଆପଣ କଣ ଲାଲା?

कायस्थ जाति का वाचक शब्द।

तुम लाला हो क्या?
लाला

ଅର୍ଥ : ଛୁଆମାନଙ୍କପାଇଁ ପ୍ରେମ ସଂବୋଧନ

ଉଦାହରଣ : କଣ ପାଇଁ ମୋ ଧନ ଆଜି ଖାଦ୍ୟ ଖାଉନାହିଁ

ସମକକ୍ଷ : ଗେହ୍ଲାପୁଅ, ଧନ, ସୁନା

बच्चों के लिए प्यार का संबोधन।

मेरा लाल आज खाना क्यों नहीं खा रहा है?
लला, लल्ला, लाल, लाला

ଅର୍ଥ : ବ୍ୟବସାୟୀମାନଙ୍କପାଇଁ ବ୍ୟବହାର କରାଯାଉଥିବା ଏକ ଆଦର ସୂଚକ ସଂବୋଧନ

ଉଦାହରଣ : ଲାଲାଜୀ ଦୋକାନରେ ନଥିଲେ

ସମକକ୍ଷ : ଲାଲାଜୀ

वणिकों के लिए एक आदर सूचक संबोधन।

लालाजी दुकान पर नहीं थे।
लाला