ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଧନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଧନ   ବିଶେଷ୍ୟ

ଅର୍ଥ : ଛୁଆମାନଙ୍କପାଇଁ ପ୍ରେମ ସଂବୋଧନ

ଉଦାହରଣ : କଣ ପାଇଁ ମୋ ଧନ ଆଜି ଖାଦ୍ୟ ଖାଉନାହିଁ

ସମକକ୍ଷ : ଗେହ୍ଲାପୁଅ, ଲାଲା, ସୁନା

बच्चों के लिए प्यार का संबोधन।

मेरा लाल आज खाना क्यों नहीं खा रहा है?
लला, लल्ला, लाल, लाला

ଅର୍ଥ : ଏକା ପ୍ରକାରର ଉପଯୋଗୀ ଓ ମୂଲ୍ୟବାନ ବସ୍ତୁଗୁଡ଼ିକର ଏକକ ବା ବର୍ଗ

ଉଦାହରଣ : ପ୍ରଥମେ ଗଉଡ଼ର ସଂପନ୍ନତା ତାର ଗୋ ଧନରୁ ଅନୁମାନ କରାଯାଥାଏ

ସମକକ୍ଷ : ସମ୍ପତ୍ତି

एक ही प्रकार की उपयोगी और मूल्यवान वस्तुओं का वर्ग या समूह।

पहले अहीर की सम्पन्नता उसके गो धन से आँकी जाती थी।
धन

An abundance of material possessions and resources.

riches, wealth

ଅର୍ଥ : ଟଙ୍କା-ପଇସା, ସୁନା-ରୂପା,ଜମି-ଜମା ଇତ୍ୟାଦି

ଉଦାହରଣ : ଧନ-ଦୌଲତର ଉପଯୋଗ ଭଲ କାମରେ କରାଯିବା ଆବଶ୍ୟକ

ସମକକ୍ଷ : ଅର୍ଥ, ଟଙ୍କା ପଇସା, ଦୌଲତ, ଧନ-ଦୌଲତ, ବିତ୍ତ, ବିଭବ, ବୈଭବ

सोना-चाँदी, ज़मीन-जायदाद आदि संम्पत्ति जिसकी गिनती पैसे के रूप में होती है।

धन-दौलत का उपयोग अच्छे कार्यों में ही करना चाहिए।
अरथ, अर्थ, अर्बदर्ब, इकबाल, इक़बाल, इशरत, कंचन, जमा, ज़र, दत्र, दौलत, द्रव्य, धन, धन-दौलत, नियामत, नेमत, पैसा, माल, रुपया-पैसा, लक्ष्मी, वित्त, विभव, वैभव, शुक्र, शेव

Wealth reckoned in terms of money.

All his money is in real estate.
money