ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସୁବର୍ଣ୍ଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସୁବର୍ଣ୍ଣ   ବିଶେଷ୍ୟ

ଅର୍ଥ : ଷୋହଳ ମଷାର ଏକ ମାପ

ଉଦାହରଣ : ଏବେ ସୁବର୍ଣ୍ଣର ପ୍ରଚଳନ ସମାପ୍ତ ହୋଇଗଲାଣି

सोलह माशे का एक मान।

सुवर्ण का प्रचलन अब समाप्त हो गया है।
सुवर्ण

ଅର୍ଥ : ଦଶ ମଷାର ଏକ ପୁରୁଣା ସ୍ୱର୍ଣ୍ଣମୁଦ୍ରା

ଉଦାହରଣ : ଏବେ କେତେକ ସଂଗ୍ରହାଳୟରେ ହିଁ ସୁବର୍ଣ୍ଣ ଦେଖିବାକୁ ମିଳେ

दस माशे की एक पुरानी स्वर्ण मुद्रा।

अब सुवर्ण कुछ संग्रहालयों में ही देखने मिलता है।
सुवर्ण

ଅର୍ଥ : ଏକ ବହୁମୂଲ୍ୟ ହଳଦିଆ ଧାତୁ ଯେଉଁଥିରୁ ଗହଣାଆଦି ତିଆରି ହୁଏ

ଉଦାହରଣ : ଆଜିକାଲି ସୁନାର ମୂଲ୍ୟ ଆକାଶ ଛୁଇଁଲାଣି ଚୈତନ୍ୟ ମହାପୁରୁଷଙ୍କ ଶରୀରରୁ ସୁନା ଭଳି ଆଭା ବାହାରୁଥିଲା

ସମକକ୍ଷ : କନକ, କାଞ୍ଚନ, ସୁନା, ହାଟକ, ହେମ

ସୁବର୍ଣ୍ଣ   ବିଶେଷଣ

ଅର୍ଥ : ସୁଖ ସମୃଦ୍ଧି,ଶାନ୍ତି ଆଦିସହ ଯୁକ୍ତ

ଉଦାହରଣ : ଗୁପ୍ତ କାଳକୁ ଐତିହାସିକମାନେ ସୁବର୍ଣ୍ଣଯୁଗ ବୋଲି କହିଛନ୍ତି ଏଭଳି ସୁବର୍ଣ୍ଣ ଅବସର ପୁଣି କେବେ ଆସିବ?

ସମକକ୍ଷ : ସ୍ୱର୍ଣ୍ଣ, ସ୍ୱର୍ଣ୍ଣିମ

सुख-समृद्धि, शांति आदि से युक्त।

गुप्त काल को इतिहासकारों ने स्वर्णिम युग कहा है।
ऐसा स्वर्णिम अवसर फिर कब आएगा।
सुनहरा, सुनहला, स्वर्ण, स्वर्णिम

Marked by peace and prosperity.

A golden era.
The halcyon days of the clipper trade.
golden, halcyon, prosperous