ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସୁରକ୍ଷିତ ରଖିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସୁରକ୍ଷିତ ରଖିବା   କ୍ରିୟାପଦ

ଅର୍ଥ : ସୀମାଲଂଘନ,ଶିକାର କରିବା,ମାଛ ଆଦି ମାରିବାରୁ ଦୂର ରଖିବା ବା ବ୍ୟବହାର କରିବାକୁ ନ ଦେବା

ଉଦାହରଣ : ଏହି ପୋଖରୀକୁ ସୁରକ୍ଷିତ ରଖନ୍ତ

ସମକକ୍ଷ : ବଞ୍ଚାଇବା, ରକ୍ଷାକରିବା, ସଂରକ୍ଷିତ କରିବା

अतिक्रमण, शिकार करने, मछली आदि मारने से दूर रखना या उपयोग न करने देना।

इस झील को बचाइए।
बचाना, संरक्षित रखना, सुरक्षित रखना

Keep undisturbed for personal or private use for hunting, shooting, or fishing.

Preserve the forest and the lakes.
preserve

ଅର୍ଥ : ଖରାପ ଦଶାରେ ଗତି କରିବାରୁ ରୋକିବା

ଉଦାହରଣ : ବୋହୂ ଏହି କଙ୍କଣ ଆମର ପୂର୍ବପୁରୁଷଙ୍କ ଚିହ୍ନ, ଏବେ ଏହାକୁ ତୁମେ ସମ୍ଭାଳ

ସମକକ୍ଷ : ସମ୍ଭାଳିବା

बुरी दशा में जाने से रोकना।

बहू यह कंगन हमारे पुरखों की निशानी है अब इसे तुम सँभालो।
सँभालना, संभालना, सम्भालना, सम्हालना, सुरक्षित रखना

Keep in safety and protect from harm, decay, loss, or destruction.

We preserve these archeological findings.
The old lady could not keep up the building.
Children must be taught to conserve our national heritage.
The museum curator conserved the ancient manuscripts.
conserve, keep up, maintain, preserve

ଅର୍ଥ : ଖରାପ ହେବାକୁ ନଦେବା

ଉଦାହରଣ : ଆଚାର ତେଲରେ ବୁଡ଼େଇକି ରଖିଲେ ଅନେକ ଦିନ ସୁରକ୍ଷିତ ରହେ

ସମକକ୍ଷ : ରହିବା

खराब न होने देना।

अचार को तेल में डुबाकर अधिक दिनों तक बचाया जा सकता है।
परिरक्षित करना, बचाना, संरक्षित रखना, सुरक्षित रखना

Prevent (food) from rotting.

Preserved meats.
Keep potatoes fresh.
keep, preserve

ଅର୍ଥ : ନଷ୍ଟ ବା ଅନ୍ତ ବା ଭଙ୍ଗୁର ହେବାରୁ ରକ୍ଷାକରିବା ବା ସୁରକ୍ଷିତ ରଖିବା

ଉଦାହରଣ : ଗୃହର ଶାନ୍ତି ବଜାୟ ରଖନ୍ତୁ କେତେକ ଆଦିବାସୀ ଜାତି ଆଜି ବି ପୁରାତନ ପରମ୍ପରାକୁ ଜୀବିତ ରଖିଛନ୍ତି

ସମକକ୍ଷ : ଜୀବିତ ରଖିବା, ବଜାୟ ରଖିବା, ବଞ୍ଚେଇ ରଖିବା, ରକ୍ଷାକରିବା, ସଜୀବ ରଖିବା

* नष्ट या अंत या भंग होने से बचाना या सुरक्षित रखना।

घर की शांति को बनाए रखिए।
कुछ आदिवासी जातियाँ आज भी पुरानी परम्पराओं को बनाए रखी हैं।
चलाना, जिंदा रखना, जिन्दा रखना, जीवित रखना, बनाए रखना, बरकरार रखना, बरक़रार रखना