ଅର୍ଥ : ଶକ୍ତି ବା ବଳ ଦ୍ୱାରା ନିଜ ଅଧିକାରକୁ ନେବା
ଉଦାହରଣ :
ସେନା ଦୁର୍ଗକୁ କାବୁ କରିନେଲେ
ସମକକ୍ଷ : ଅକ୍ତିଆର କରିବା, ଅଧିକାର କରିନେବା, ଆୟତ୍ତ କରିବା, କବ୍ଜା କରିବା
ଅର୍ଥ : ସଂଯତ କରି ଆୟତ୍ତରେ ରଖିବା
ଉଦାହରଣ :
ଦୁର୍ଗୁଣରୁ ରକ୍ଷା ପାଇବାପାଇଁ ମୁଁ ନିଜକୁ ବହୁତ ସମ୍ଭାଳିଛି
ସମକକ୍ଷ : ବଶ କରିବା, ସଂଯତ କରିବା, ସମ୍ଭାଳିବା