ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସ୍ଥିର ରହିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସ୍ଥିର ରହିବା   କ୍ରିୟାପଦ

ଅର୍ଥ : କୌଣସି ମନୋବେଗକୁ ରୋକିବା

ଉଦାହରଣ : ଜୀବନ -ମରଣ ତ ନିୟତିର ଖେଳ, ଆପଣ ଶୋକାକୁଳ ହୁଅନ୍ତୁ ନାହିଁ, ନିଜେ ନିଜକୁ ସମ୍ଭାଳନ୍ତୁ

ସମକକ୍ଷ : ଆୟତ୍ତ କରିବା, ସଂଯତ କରିବା, ସମ୍ଭାଳିବା, ସହିବା

किसी मनोवेग को रोकना।

जीवन-मरण तो नियति का खेल है,आप शोकाकुल मत होइए, अपने आप को सँभालिए।
सँभालना, संभालना, सम्भालना, सम्हालना