ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବୋହିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବୋହିବା   କ୍ରିୟାପଦ

ଅର୍ଥ : ବାୟୁର ସଂଚାଳନ ହେବା

ଉଦାହରଣ : ପବନ ଧୀରେଧୀରେ ବହୁଥିଲା

ସମକକ୍ଷ : ବହିବା, ସଂଚାଳିତ ହେବା

वायु का संचारित होना।

हवा धीरे-धीरे बह रही थी।
चलना, बहना, लहकना

Be blowing or storming.

The wind blew from the West.
blow

ଅର୍ଥ : ବୋଝ ଲଦିକରି ନେବା

ଉଦାହରଣ : ଷ୍ଟେସନରେ କୁଲିଟି ଆମ ଜିନିଷ ପତ୍ର ବୋହିନେଲା

ସମକକ୍ଷ : ବୋହିନେବା

बोझ लादकर ले जाना।

कुली सामान ढोते हैं।
ढोना, वहन करना

Move while supporting, either in a vehicle or in one's hands or on one's body.

You must carry your camping gear.
Carry the suitcases to the car.
This train is carrying nuclear waste.
These pipes carry waste water into the river.
carry, transport

ଅର୍ଥ : ବିପତ୍ତି କଷ୍ଟ ଇତ୍ୟାଦିରେ ନିର୍ବାହ କରିବା

ଉଦାହରଣ : ଜୀବନର ବୋଝ ଏବେ ଆଉ ବୋହି ହେଉନାହିଁ

ସମକକ୍ଷ : ଚଳାଇବା, ସମ୍ଭାଳିବା

विपत्ति कष्ट आदि में निर्वाह करना।

ज़िंदगी का बोझ अब और नहीं ढोया जाता।
ढोना, वहन करना

Bear or be able to bear the weight, pressure,or responsibility of.

His efforts carried the entire project.
How many credits is this student carrying?.
We carry a very large mortgage.
carry

ଅର୍ଥ : ଅନବରତ ରସ ସ୍ୱରୂପ ବାହାରିବା

ଉଦାହରଣ : ତାଙ୍କର ବଥରୁ ପୂଜ ବୋହୁଛି

ସମକକ୍ଷ : ବାହାରିବା

किसी ठोस पदार्थ का गलकर या अपना आधार छोड़कर द्रव रूप में किसी ओर चलना।

उसके फोड़े से पीब बह रहा है।
निकलना, बहना

Move along, of liquids.

Water flowed into the cave.
The Missouri feeds into the Mississippi.
course, feed, flow, run