ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସହିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସହିବା   କ୍ରିୟାପଦ

ଅର୍ଥ : କୌଣସି ଅପ୍ରୀତିକର ବସ୍ତୁ, ବ୍ୟକ୍ତି, ବା ସ୍ଥିତିକୁ ନ ଚାହିଲେବି ସ୍ୱୀକାର କରିବା

ଉଦାହରଣ : ବାହାଘର ପରେ ବହୁତ ଦିନ ପର୍ଯ୍ୟନ୍ତ ଶୀଲା ଶ୍ୱଶୁର ଘର ଲୋକଙ୍କ ଅତ୍ୟାଚାର ସହିଥିଲା ନିଜ ଭଉଣୀପାଇଁ ସେ ସବୁ ଅପମାନ ସହିଗଲା

ସମକକ୍ଷ : ବରଦାସ୍ତ କରିବା, ସହନ କରିବା, ସହିଯିବା

किसी अप्रीतिकर वस्तु, व्यक्ति या स्थिति को न चाहते हुए भी स्वीकार करना।

शादी के बाद बहुत दिनों तक शीला ने ससुराल वालों का अत्याचार सहन किया।
अपनी बहन की खातिर उसने सारा अपमान पी लिया।
उसने अपने जीवन में बहुत दुख देखे।
उठाना, जहर का घूंट पीना, झेलना, देखना, पीना, बरदाश्त करना, बर्दाश्त करना, सहन करना, सहना

Put up with something or somebody unpleasant.

I cannot bear his constant criticism.
The new secretary had to endure a lot of unprofessional remarks.
He learned to tolerate the heat.
She stuck out two years in a miserable marriage.
abide, bear, brook, digest, endure, put up, stand, stick out, stomach, suffer, support, tolerate

ଅର୍ଥ : କୌଣସି ମନୋବେଗକୁ ରୋକିବା

ଉଦାହରଣ : ଜୀବନ -ମରଣ ତ ନିୟତିର ଖେଳ, ଆପଣ ଶୋକାକୁଳ ହୁଅନ୍ତୁ ନାହିଁ, ନିଜେ ନିଜକୁ ସମ୍ଭାଳନ୍ତୁ

ସମକକ୍ଷ : ଆୟତ୍ତ କରିବା, ସଂଯତ କରିବା, ସମ୍ଭାଳିବା, ସ୍ଥିର ରହିବା

किसी मनोवेग को रोकना।

जीवन-मरण तो नियति का खेल है,आप शोकाकुल मत होइए, अपने आप को सँभालिए।
सँभालना, संभालना, सम्भालना, सम्हालना