ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆୟତ୍ତ କରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆୟତ୍ତ କରିବା   କ୍ରିୟାପଦ

ଅର୍ଥ : ଶକ୍ତି ବା ବଳ ଦ୍ୱାରା ନିଜ ଅଧିକାରକୁ ନେବା

ଉଦାହରଣ : ସେନା ଦୁର୍ଗକୁ କାବୁ କରିନେଲେ

ସମକକ୍ଷ : ଅକ୍ତିଆର କରିବା, ଅଧିକାର କରିନେବା, କବ୍ଜା କରିବା, କାବୁ କରିବା

शक्ति या बल द्वारा अपने अधिकार में लेना।

सेना ने किले पर कब्जा किया।
अधिकार में करना, कब्जा करना, कब्जे में लेना, क़ब्ज़ा करना, क़ब्ज़े में लेना, क़ाबू पाना, काबू पाना

Take by force.

Hitler took the Baltic Republics.
The army took the fort on the hill.
take

ଅର୍ଥ : କୌଣସି ମନୋବେଗକୁ ରୋକିବା

ଉଦାହରଣ : ଜୀବନ -ମରଣ ତ ନିୟତିର ଖେଳ, ଆପଣ ଶୋକାକୁଳ ହୁଅନ୍ତୁ ନାହିଁ, ନିଜେ ନିଜକୁ ସମ୍ଭାଳନ୍ତୁ

ସମକକ୍ଷ : ସଂଯତ କରିବା, ସମ୍ଭାଳିବା, ସହିବା, ସ୍ଥିର ରହିବା

किसी मनोवेग को रोकना।

जीवन-मरण तो नियति का खेल है,आप शोकाकुल मत होइए, अपने आप को सँभालिए।
सँभालना, संभालना, सम्भालना, सम्हालना