ଅର୍ଥ : ଭଙ୍ଗାରୁଜା ଜିନିଷକୁ ପୁଣି ଠିକ୍ ଅବସ୍ଥା ବା ରୂପକୁ ଆଣିବା
ଉଦାହରଣ :
ଘଣ୍ଟା ମରାମତବାଲା ଘଣ୍ଟା ମରାମତି କରୁଛି
ସମକକ୍ଷ : ଠିକ୍ କରିବା, ମରାମତି କରିବା
ଅର୍ଥ : ଠିକ୍ ରୂପେ ବ୍ୟବସ୍ଥିତ କରିବା ବା ଠିକ୍ ସ୍ଥାନରେ ରଖିବା
ଉଦାହରଣ :
ଶ୍ୟାମ ତା କୋଠରୀରେ ଅସଜଡ଼ା ଜିନିଷଗୁଡ଼ିକୁ ସଜାଡ଼ୁଥିଲା
ସମକକ୍ଷ : ସୁବ୍ୟବସ୍ଥିତ କରିବା