ଅର୍ଥ : କୌଣସି ସମ୍ପତ୍ତି କିମ୍ବା ସେଥିରୁ ହେଉଥିବା ଆୟର ଭାଗ ବା ଅଂଶ
ଉଦାହରଣ :
ସେ ମୋ ଭାଗ ମଧ୍ୟ ଖାଇଗଲା ସେଥିରେ ମୋର ମଧ୍ୟ ଭାଗ ଅଛି
ସମକକ୍ଷ : ଅଂଶ
ଅର୍ଥ : କୌଣସି ସଂଖ୍ୟାକୁ ଦ୍ୱିତୀୟ ସଂଖ୍ୟା ଦ୍ୱାରା ଭାଗ କରିବା କାମ
ଉଦାହରଣ :
ଆଜି ଶ୍ରେଣୀରେ ଗଣିତର ଭାଗକ୍ରିୟା ଶିଖାଯିବ
ସମକକ୍ଷ : ବିଭାଗ, ବିଭାଜନ, ଭାଗ କାର୍ଯ୍ୟ, ଭାଗକର୍ମ, ଭାଗକ୍ରିୟା, ହରଣ, ହରିବା, ହରିବା କାମ, ହରିବା କାର୍ଯ୍ୟ
ଅର୍ଥ : କୌଣସି ଲମ୍ବ ବା ଚଉଡ଼ା ଅଂଶ ଥିବା ଏକ ସ୍ଥଳ ଭାଗ
ଉଦାହରଣ :
ଆକାଶକ୍ଷେତ୍ରରେ ଖଗୋଳିୟ ପିଣ୍ଡ ଥାଏ ଏହା ଭାରତର କୃଷି ଉତ୍ପାଦକ କ୍ଷେତ୍ର
ସମକକ୍ଷ : କ୍ଷେତ୍ର
ଅର୍ଥ : ଜମିଦାର ଏବଂ ଚାଷୀ ମଧରେ ଉତ୍ପାଦିତ ଶସ୍ୟକୁ ନେଇ କରାଯାଉଥିବା ବିଭାଜନ
ଉଦାହରଣ :
ସହରରେ ରହୁଥିବା ଲୋକେ ନିଜ ଜମିକୁ ଭାଗଚାଷପାଇଁ ଦେଉଛନ୍ତି
ସମକକ୍ଷ : ଭାଗଚାଷ
ଅର୍ଥ : କୌଣସି ଜମିଦାରୀରେ ଯେତେ ଭୂଭାଗ ଜଣେ ଅଂଶୀଦାରର ଅଧିକାରରେ ଥାଏ
ଉଦାହରଣ :
ଅଂଶର ଭାଗବଣ୍ଟାକୁ ନେଇ ମହେଶର ପିଲାମାନେ ପରସ୍ପର ମଧ୍ୟରେ ଝଗଡ଼ା କରୁଛନ୍ତି
ସମକକ୍ଷ : ଅଂଶ
ଅର୍ଥ : ଅଲଗା ଅଲଗା ଭାଗ ବା ଅଂଶରେ ବାଣ୍ଟିବା କାର୍ଯ୍ୟ ବା ଭାବ
ଉଦାହରଣ :
ରାମ ତା ଦୁଇପୁଅଙ୍କ ନିମନ୍ତେ ଘରକୁ ବିଭାଜନ କରିଦେଲେ
ସମକକ୍ଷ : ବିଭାଜନ
ଅର୍ଥ : ଅନ୍ୟକୁ ଜମି ଦେବାର ସେହି ରୀତି ଯେଉଁଥିରେ ଚାଷୀ ଜମି ମାଲିକକୁ ଉତ୍ପାଦନର ନିର୍ଦ୍ଧାରିତ ଅଂଶ ଦେଇଥାଏ
ଉଦାହରଣ :
ମାଇକୁ ତାର ସବୁ ବିଲ ଭାଗକୁ ଦେଇଦେଇଛି
ଅର୍ଥ : କୌଣସି କାର୍ଯ୍ୟରେ ସମ୍ମିଳିତ ହେବାର ପ୍ରକ୍ରିୟା
ଉଦାହରଣ :
ସେ ଏହି ପ୍ରତିଯୋଗିତାରେ ଭାଗ ନେଉଛନ୍ତି