ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଟୁକୁଡ଼ା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଟୁକୁଡ଼ା   ବିଶେଷ୍ୟ

ଅର୍ଥ : ଧାତୁ, କାଠ, କନା, କାଗଜ ଆଦିରୁ କଟାଯାଇ ବାହାରୁଥିବା ପତଳା, ଛୋଟ ଖଣ୍ଡ

ଉଦାହରଣ : ଦର୍ଜି କନାର ଛୋଟ ଖଣ୍ଡ ଏକାଠି କରୁଛି

ସମକକ୍ଷ : ଛୋଟଖଣ୍ଡ

धातु, लकड़ी, कपड़े, काग़ज़ आदि में से कटकर निकला हुआ पतला टुकड़ा।

दर्ज़ी कपड़ों की धज्जियाँ इकट्ठा कर रहा है।
चिंदी, चिन्दी, धज्जी, धुर्रा, पुरज़ा, पुरजा, पुर्ज़ा, पुर्जा

A small piece of cloth or paper.

rag, shred, tag, tag end, tatter

ଅର୍ଥ : କୌଣସି ବସ୍ତୁର ଦୃଢ଼ ଖଣ୍ଡ

ଉଦାହରଣ : ଏହି ମନ୍ଦିର ବଡ଼ବଡ଼ ଶିଳା ଖଣ୍ଡରେ ତିଆରିଏହି ମନ୍ଦିର ପଥରର ବଡ଼ବଡ଼ ଖଣ୍ଡରେ ତିଆରି

ସମକକ୍ଷ : ଅଂଶ, ଖଣ୍ଡ, ଭାଗ

किसी भी वस्तु का ठोस टुकड़ा।

यह मंदिर पत्थर के बड़े-बड़े टुकड़ों से बना है।
अवच्छेद, खंड, खण्ड, टुकड़ा, परखचा, परखच्चा, व्यवच्छेद

A solid piece of something (usually having flat rectangular sides).

The pyramids were built with large stone blocks.
block