ଅର୍ଥ : ଚାରିକୋଣିଆ ବା ଗୋଲ କଟା ହୋଇଥିବା ଛୋଟ ଖଣ୍ଡ
ଉଦାହରଣ :
ମାନସୀ ଭାତ ସାଙ୍ଗରେ ଝୋଳ ସହିତ ଦୁଇ ଖଣ୍ଡ ଆଳୁ ପରଷିଲା
ଅର୍ଥ : କେବଳ ରାବ ଗୁଡ଼ରେ ତିଆରି ବସ୍ତୁ
ଉଦାହରଣ :
ଶାକର, ନବାତଆଦି ଖଣ୍ଡ ପଦାର୍ଥ
ଅର୍ଥ : କୌଣସି ବସ୍ତୁର ସେହି ସମାନ ଖଣ୍ଡମଧ୍ୟରୁ ପ୍ରତ୍ୟେକ ଖଣ୍ଡ ଯାହା ପରସ୍ପର ଯୋଡ଼ି ହୋଇଥାଏ ମାତ୍ର ଆବଶ୍ୟକ ପଡ଼ିଲେ ଅଲଗା ହୋଇଯାଏ
ଉଦାହରଣ :
ହରଡ, ବୁଟ ଆଦିରେ ଦୁଇ ଫାଳ ଥାଏ
ସମକକ୍ଷ : ଫାଳ
ଅର୍ଥ : କୌଣସି ବିଶେଷ ପ୍ରକାରର ଗଛଗୁଡ଼ିକର ଗୋଲ ଏବଂ ଟାଣ ଉପଯୋଗୀ ଅଂଶ ଯାହା ମାଟି ତଳେ ଫଳିଥାଏ
ଉଦାହରଣ :
ସେ ତରକାରୀରେ ପକାଇବାପାଇଁ ହଳଦୀ ଖଣ୍ଡ ଚୂନାକଲେ