ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମେଖଳା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମେଖଳା   ବିଶେଷ୍ୟ

ଅର୍ଥ : ଅଣ୍ଟାରେ ପିନ୍ଧାଯାଉଥିବା ଗହଣା

ଉଦାହରଣ : ସୀତା ଅଣ୍ଟାରେ ଅଣ୍ଟାବିଛା ଶୋଭା ପାଉଛି

ସମକକ୍ଷ : ଅଣ୍ଟାବିଛା, କରଧନୀ

कमर में पहनने का एक गहना।

सीता की कमर में करधनी शोभायमान है।
कंदोरा, कंधनी, कटिजेब, करधन, करधनी, तगड़ी, मेखल, मेखला, रशना, शृंखला, सारसन

An adornment (as a bracelet or ring or necklace) made of precious metals and set with gems (or imitation gems).

jewellery, jewelry

ଅର୍ଥ : ପର୍ବତର ମଧ୍ୟ ଭାଗ

ଉଦାହରଣ : ପର୍ବତର ମଧ୍ୟଭାଗ ବରଫରେ ଢାଙ୍କି ହୋଇଛି

ସମକକ୍ଷ : ପର୍ବତ ମେଖଳା, ମଝିଭାଗ, ମଧ୍ୟଭାଗ

पर्वत का मध्य भाग।

पर्वत मेखला बर्फ़ से ढकी है।
पर्वत मेखला, मेखला