ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଖଣ୍ଡିତାଂଶ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଖଣ୍ଡିତାଂଶ   ବିଶେଷ୍ୟ

ଅର୍ଥ : କୌଣସି ଭଙ୍ଗାରୁଜା ଅଥବା ଭୁଷୁଡ଼ି ପଡ଼ିଥିବା ଘରର ଅଂଶ

ଉଦାହରଣ : ଏହା କୌଣସି ମୋଗଲକାଳୀନ ଦୁର୍ଗର ଭଗ୍ନାବଶେଷ

ସମକକ୍ଷ : ଧ୍ୱଂସାବଶେଷ, ଭଗ୍ନାବଶେଷ

किसी टूटे-फूटे अथवा गिरे हुए मकान आदि का अंश।

यह किसी मुगलकालीन किले का खंडहर है।
अर्म, खँडहर, खंडर, खंडहर, खण्डर, खण्डहर, ध्वंसावशेष, भग्नावशेष

A ruined building.

They explored several Roman ruins.
ruin

ଅର୍ଥ : ଅଙ୍ଗ ବା ଅବୟବରୁ କୌଣସି ଗୋଟିଏ ଯାହାକୁ ଯୋଗକଲେ କୌଣସି ଜିନିଷ ତିଆରି ହୁଏ

ଉଦାହରଣ : ଏହି ଯନ୍ତ୍ରର ସବୁ ଅଂଶ ଗୋଟିଏ କାରଖାନାରେ ତିଆରି ହୋଇଛି ଏହାର ଆର ପାଦରେ ଆମେମାନେ ଆପଣମାନଙ୍କୁ ଏକ ନାଟକ ଦେଖାଇବୁ

ସମକକ୍ଷ : ଅଂଶ, ଖଣ୍ଡ, ଚରଣ, ପାଦ, ବିଭାଗ, ଭାଗ

उन अंगों या अवयवों में से कोई एक, जिनके योग से कोई वस्तु बनी हो।

बच्चे ने खिलौने का एक-एक भाग अलग कर दिया।
अंग, अंश, अंशक, कल, खंड, खण्ड, टुकड़ा, पुरज़ा, पुरजा, पुर्ज़ा, पुर्जा, भंग, भङ्ग, भाग, विभाग, हिस्सा

Something determined in relation to something that includes it.

He wanted to feel a part of something bigger than himself.
I read a portion of the manuscript.
The smaller component is hard to reach.
The animal constituent of plankton.
component, component part, constituent, part, portion