ଅର୍ଥ : କାହାରିକୁ ଚିହ୍ନିବାପାଇଁ ବ୍ୟବହୃତ ବା ଦିଆଯାଇଥିବା ଅଙ୍କ ବା ଅଙ୍କ ସମୂହ
ଉଦାହରଣ :
ଖେଳାଳୀଙ୍କପାଇଁ ଅଲଗା ଅଲଗା ଅଙ୍କ ନିର୍ଦ୍ଧାରିତ ହୋଇଥାଏ
ସମକକ୍ଷ : ଅଙ୍କ
ଅର୍ଥ : କୌଣସି ପରୀକ୍ଷା ବା ପ୍ରତିଯୋଗିତାରେ ମିଳୁଥିବା ଯେଉଁ ସଂଖ୍ୟାଦ୍ୱାରା ପରୀକ୍ଷାର୍ଥୀ ବା ପ୍ରତିଯୋଗୀଙ୍କ ଶ୍ରେଷ୍ଠତା ବିଷୟରେ ଜାଣିହୁଏ
ଉଦାହରଣ :
ସେ ବାର୍ଷିକ ପରୀକ୍ଷାରେ ଚାରିଶହରୁ ତିନିଶହ ନମ୍ବର ରଖିଛିଭାରତ ଏହି ପ୍ରତିଯୋଗିତାରେ ଦଶ ଅଙ୍କ ପାଇ ଦ୍ୱିତୀୟ ସ୍ଥାନରେ ଅଛି
ସମକକ୍ଷ : ଅଙ୍କ
ଅର୍ଥ : ପିନ୍ଧାଯାଉଥିବା ଜିନିଷ ଆଦିର ଏକ ମାପ
ଉଦାହରଣ :
ମୁଁ ଦୋକାନରୁ ନଅ ନମ୍ବରର ହଳେ ଜୋତା କିଣିଲି