ଅର୍ଥ : ନାଟକର ଅଂଶ ବା ଭାଗ ଯେଉଁଥିରେ ବେଳେବେଳେ କେତେକ ଦୃଶ୍ୟ ମଧ୍ୟ ଥାଏ
ଉଦାହରଣ :
ନାଟକର ଦ୍ୱିତୀୟ ଅଙ୍କରେ ନାୟିକା ଆପଣାର ସୁନ୍ଦର ଅଙ୍ଗଭଙ୍ଗୀରେ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଲା
ସମକକ୍ଷ : ନାଟ୍ୟାଙ୍କ
ଅର୍ଥ : କାହାରିକୁ ଚିହ୍ନିବାପାଇଁ ବ୍ୟବହୃତ ବା ଦିଆଯାଇଥିବା ଅଙ୍କ ବା ଅଙ୍କ ସମୂହ
ଉଦାହରଣ :
ଖେଳାଳୀଙ୍କପାଇଁ ଅଲଗା ଅଲଗା ଅଙ୍କ ନିର୍ଦ୍ଧାରିତ ହୋଇଥାଏ
ସମକକ୍ଷ : ନମ୍ବର
ଅର୍ଥ : ଯାହା ସଂଖ୍ୟା ବା ଗଣନାର ସୂଚକ
ଉଦାହରଣ :
ମୋତେ ମାସକୁ ଛଅ ଅଙ୍କ ଦରମାବାଲା ଚାକିରି ମିଳିଲେ ମୁଁ ଖୁସିହେବି
ସମକକ୍ଷ : ସଂଖ୍ୟା
ଅର୍ଥ : କୌଣସି ପରୀକ୍ଷା ବା ପ୍ରତିଯୋଗିତାରେ ମିଳୁଥିବା ଯେଉଁ ସଂଖ୍ୟାଦ୍ୱାରା ପରୀକ୍ଷାର୍ଥୀ ବା ପ୍ରତିଯୋଗୀଙ୍କ ଶ୍ରେଷ୍ଠତା ବିଷୟରେ ଜାଣିହୁଏ
ଉଦାହରଣ :
ସେ ବାର୍ଷିକ ପରୀକ୍ଷାରେ ଚାରିଶହରୁ ତିନିଶହ ନମ୍ବର ରଖିଛିଭାରତ ଏହି ପ୍ରତିଯୋଗିତାରେ ଦଶ ଅଙ୍କ ପାଇ ଦ୍ୱିତୀୟ ସ୍ଥାନରେ ଅଛି
ସମକକ୍ଷ : ନମ୍ବର