ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ପତ୍ର, ପତ୍ରିକାଆଦିର କୌଣସି ପ୍ରକାଶନ ଯାହା ନିର୍ଦ୍ଦିଷ୍ଟ ସମୟରେ ଥରେ ହୁଏ
ଉଦାହରଣ : ଏହା ଏହି ପତ୍ରିକାର ଦ୍ୱିତୀୟ ସଂଖ୍ୟା
ସମକକ୍ଷ : ଅଙ୍କ, କ୍ରମ, ନମ୍ବର, ଭାଗ
पत्र, पत्रिका आदि का कोई प्रकाशन जो अपने नियत समय पर एक बार में हुआ हो।
One of a series published periodically.
ଅର୍ଥ : ସଂଖ୍ୟାର ଚିହ୍ନ
ଉଦାହରଣ : ୦,୧,୨,୩,୪,୫,୬,୭,୮,୯ ଏଗୁଡ଼ିକ ଅଙ୍କ
ସମକକ୍ଷ : ଅଙ୍କ
संख्या का चिह्न।
A symbol used to represent a number.
ଅର୍ଥ : ଏକ, ଦୁଇ, ତିନିଆଦି ଗଣତି
ଉଦାହରଣ : ଏକ କୋଟି ବହୁତ ବଡ଼ ସଂଖ୍ୟା
वस्तुओं, व्यक्तियों आदि की कुल इकाइयों का जोड़।
ଅର୍ଥ : ଯାହା ସଂଖ୍ୟା ବା ଗଣନାର ସୂଚକ
ଉଦାହରଣ : ମୋତେ ମାସକୁ ଛଅ ଅଙ୍କ ଦରମାବାଲା ଚାକିରି ମିଳିଲେ ମୁଁ ଖୁସିହେବି
संख्या या गिनती का सूचक।
Any division of quantity accepted as a standard of measurement or exchange.
ଅର୍ଥ : କୌଣସି ବସ୍ତୁର ପରିମାଣ ବା ମାତ୍ରା
ଉଦାହରଣ : ଏଠାରେ ବହୁ ସଂଖ୍ୟାରେ ଲୋକମାନେ ଉପସ୍ଥିତ ଅଛନ୍ତି
किसी वस्तु आदि का परिमाण या मात्रा।
The property possessed by a sum or total or indefinite quantity of units or individuals.
ସଂସ୍ଥାପନ କରନ୍ତୁ