ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କ୍ରମ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କ୍ରମ   ବିଶେଷ୍ୟ

ଅର୍ଥ : ପତ୍ର, ପତ୍ରିକାଆଦିର କୌଣସି ପ୍ରକାଶନ ଯାହା ନିର୍ଦ୍ଦିଷ୍ଟ ସମୟରେ ଥରେ ହୁଏ

ଉଦାହରଣ : ଏହା ଏହି ପତ୍ରିକାର ଦ୍ୱିତୀୟ ସଂଖ୍ୟା

ସମକକ୍ଷ : ଅଙ୍କ, ନମ୍ବର, ଭାଗ, ସଂଖ୍ୟା

पत्र, पत्रिका आदि का कोई प्रकाशन जो अपने नियत समय पर एक बार में हुआ हो।

यह इस पत्रिका का दूसरा अंक है।
अंक, अङ्क, नंबर, नम्बर

One of a series published periodically.

She found an old issue of the magazine in her dentist's waiting room.
issue, number

ଅର୍ଥ : ଯେଉଁ କ୍ରମ, ବ୍ୟବସ୍ଥା ବା ସମୟରେ ଉପସ୍ଥିତ ବ୍ୟକ୍ତି କୌଣସି କାମ ଏକାଥରକେ ଭାଗଭାଗ ହୋଇ ସମ୍ପାଦିତ କରେ

ଉଦାହରଣ : ମଦର ପ୍ରଥମ ସୋପାନ ଶେଷ ହେବାମାତ୍ରେ ହିଁ ସେ ଉଠିଗଲା କବି ସମ୍ମିଳନୀର ଏହା ତୃତୀୟ ସୋପାନ ଚାଲୁଛି

ସମକକ୍ଷ : ସୋପାନ

वह क्रम, व्यवस्था अथवा समय जिसमें उपस्थित व्यक्ति कोई काम एक बार बारी-बारी से संपादित करे।

शराब का पहला दौर खत्म होते ही वह उठ गया।
मुशायरे का यह तीसरा दौर चल रहा है।
दौर

ଅର୍ଥ : ବସ୍ତୁଗୁଡ଼ିକୁ ଉପଯୁକ୍ତ ସ୍ଥାନରେ ଲଗାଯାଇଥିବା କ୍ରମ

ଉଦାହରଣ : କୋଠରୀର ପ୍ରତ୍ୟେକ ବସ୍ତୁଗୁଡ଼ିକୁ ଶୃଙ୍ଖଳାରେ ରଖାଯାଇଥିଲା

ସମକକ୍ଷ : ଶୃଙ୍ଖଳା

वस्तुओं का उपयुक्त स्थान पर लगाया हुआ क्रम।

कमरे की हर वस्तुएँ तरतीब से रखी थीं।
करीना, तरतीब, सिलसिला

ଅର୍ଥ : ଭିନ୍ନ ଭିନ୍ନ ପଦାର୍ଥକୁ ସେମାନଙ୍କ ସାଧାରଣ ଧର୍ମ ଅନୁସାରେ ଗୋଟିଏ ସୋପାନକୁ ଆଣିବା କ୍ରିୟା

ଉଦାହରଣ : ଜିନିଷ ଗୁଡ଼ିକର ସଜ୍ଜୀକରଣରୁ ସେମାନଙ୍କ ସଂପର୍କରେ ତଥ୍ୟ ପାଇବା ସରଳ ହୋଇଯାଏ

ସମକକ୍ଷ : ଅନ୍ୱୟ, ପରସ୍ପର ସମ୍ପର୍କ, ସଜ୍ଜୀକରଣ

भिन्न-भिन्न पदार्थों को साधर्म्य के अनुसार एक कोटि में लाने की क्रिया।

वस्तुओं के अन्वय से उसके बारे में जानकारी प्राप्त करना सरल हो जाता है।
अन्वय

ଅର୍ଥ : ବସ୍ତୁ, କାମ ବା ଘଟଣାଆଦିର କ୍ରମରେ ଆଗପଛ ହେବାର ଅବସ୍ଥା ବା ଭାବ

ଉଦାହରଣ : ନିଜ ମଧ୍ୟରେ ଚିଠି ଆଦାନ ପ୍ରଦାନର କ୍ରମ ଭାଙ୍ଗିବା ଉଚିତ ନୁହେଁ

ସମକକ୍ଷ : ଅନୁକ୍ରମ, ଅନୁକ୍ରମଣିକା, ଶୃଙ୍ଖଳା

वस्तुओं, कार्यों या घटनाओं आदि के क्रम से आगे-पीछे होने की अवस्था या भाव या लगातार होने की अवस्था।

आपस में चिट्ठियाँ भेजने का क्रम टूटना नहीं चाहिए।
अनुक्रम, अनुक्रमणिका, आनुपूर्व, आर्डर, ऑर्डर, क्रम, चरण, ताँता, तार, शृंखला, सिलसिला

A following of one thing after another in time.

The doctor saw a sequence of patients.
chronological sequence, chronological succession, sequence, succession, successiveness