ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବିଭାଗ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବିଭାଗ   ବିଶେଷ୍ୟ

ଅର୍ଥ : କେତେକ ଦେଶର କ୍ଷେତ୍ରୀୟ ଓ ପ୍ରଶାସନିକ ବିଭାଗ

ଉଦାହରଣ : ସେ ଫ୍ରାନ୍ସର ବିଭାଗ ବିଷୟରେ କହୁଥିଲେ

ସମକକ୍ଷ : ଡିପାର୍ଟମେଂଟ, ଡିପାର୍ଟମେଣ୍ଟ

कुछ देशों का क्षेत्रीय और प्रशासनिक विभाग।

वह फ्रांस के विभाग के बारे में बता रहा है।
डिपार्टमेंट, डिपार्टमेन्ट, विभाग

The territorial and administrative division of some countries (such as France).

department

ଅର୍ଥ : କିଛି ସାମାନ୍ୟ କର୍ମରେ ମିଶିବା ବା ମିଳିତ ହୋଇକିଛି କାମକରିବା ଅବା ମିଳିତ ସହଯୋଗରେ ବ୍ୟକ୍ତି ବା ସମୂହ

ଉଦାହରଣ : ଏହି ବିଦ୍ୟାଳୟର ପ୍ରଶାସନିକ ବିଭାଗ ପ୍ରତ୍ୟେକ ସପ୍ତାହରେ ସଭା କରିଥାନ୍ତି

व्यक्तियों का वह समूह जो कुछ सामान्य कर्म से जुड़ा हो या एक साथ कोई काम करता हो और एक इकाई के रूप में माना जाता हो।

इस विद्यालय के प्रशासनिक निकाय की हर हप्ते एक संगोष्ठी होती है।
निकाय

A group of persons associated by some common tie or occupation and regarded as an entity.

The whole body filed out of the auditorium.
The student body.
Administrative body.
body

ଅର୍ଥ : ସୁବିଧା ବା ସୁବ୍ୟବସ୍ଥାପାଇଁ କାର୍ଯ୍ୟର ଅଲଗା ହୋଇଥିବା କ୍ଷେତ୍ର

ଉଦାହରଣ : ଆପଣ ଆଇ.ଆଇ.ଟିର କେଉଁ ବିଭାଗରେ କାମ କରୁଛନ୍ତି

सुविधा या प्रबंध के लिए कार्य का अलग किया हुआ क्षेत्र।

आप आई
विभाग

A specialized division of a large organization.

You'll find it in the hardware department.
She got a job in the historical section of the Treasury.
department, section

ଅର୍ଥ : କୌଣସି ସଂଖ୍ୟାକୁ ଦ୍ୱିତୀୟ ସଂଖ୍ୟା ଦ୍ୱାରା ଭାଗ କରିବା କାମ

ଉଦାହରଣ : ଆଜି ଶ୍ରେଣୀରେ ଗଣିତର ଭାଗକ୍ରିୟା ଶିଖାଯିବ

ସମକକ୍ଷ : ବିଭାଜନ, ଭାଗ, ଭାଗ କାର୍ଯ୍ୟ, ଭାଗକର୍ମ, ଭାଗକ୍ରିୟା, ହରଣ, ହରିବା, ହରିବା କାମ, ହରିବା କାର୍ଯ୍ୟ

किसी संख्या से दूसरी संख्या को भाग देने की क्रिया।

आज गणित की कक्षा में भाग कर्म सिखाया जायेगा।
तकसीम, तक़सीम, तक़्सीम, तक्सीम, भाग, भाग कर्म, विभाजन

An arithmetic operation that is the inverse of multiplication. The quotient of two numbers is computed.

division

ଅର୍ଥ : ଅଙ୍ଗ ବା ଅବୟବରୁ କୌଣସି ଗୋଟିଏ ଯାହାକୁ ଯୋଗକଲେ କୌଣସି ଜିନିଷ ତିଆରି ହୁଏ

ଉଦାହରଣ : ଏହି ଯନ୍ତ୍ରର ସବୁ ଅଂଶ ଗୋଟିଏ କାରଖାନାରେ ତିଆରି ହୋଇଛି ଏହାର ଆର ପାଦରେ ଆମେମାନେ ଆପଣମାନଙ୍କୁ ଏକ ନାଟକ ଦେଖାଇବୁ

ସମକକ୍ଷ : ଅଂଶ, ଖଣ୍ଡ, ଖଣ୍ଡିତାଂଶ, ଚରଣ, ପାଦ, ଭାଗ

उन अंगों या अवयवों में से कोई एक, जिनके योग से कोई वस्तु बनी हो।

बच्चे ने खिलौने का एक-एक भाग अलग कर दिया।
अंग, अंश, अंशक, कल, खंड, खण्ड, टुकड़ा, पुरज़ा, पुरजा, पुर्ज़ा, पुर्जा, भंग, भङ्ग, भाग, विभाग, हिस्सा

Something determined in relation to something that includes it.

He wanted to feel a part of something bigger than himself.
I read a portion of the manuscript.
The smaller component is hard to reach.
The animal constituent of plankton.
component, component part, constituent, part, portion

ଅର୍ଥ : କୌଣସି ବିଦ୍ୟାଳୟରେ ଶିକ୍ଷକ ଏବଂ ପ୍ରଶାସନିକ କାର୍ଯ୍ୟକୁ ଦେଖାରଖା କରୁଥିବା କର୍ମଚାରୀ ଓ ଅଧିକାରୀଙ୍କ ସମୂହ

ଉଦାହରଣ : ଆଜି ଆମରି ବିଦ୍ୟାଳୟରେ ବିଭାଗର ଗୋଟିଏ ସଭା ହେବ

ସମକକ୍ଷ : ଫ୍ୟାକଲଟି

किसी विद्यालय के अध्यापकों और प्रशासनिक कार्यों की देख-रेख करनेवाले कर्मचारियों और अधिकारियों का समूह।

हमारे विद्यालय में आज संकाय की एक संगोष्ठी होनेवाली है।
फैकल्टी, संकाय, स्टाफ

The body of teachers and administrators at a school.

The dean addressed the letter to the entire staff of the university.
faculty, staff

ଅର୍ଥ : କାର୍ଯ୍ୟର ସୁବିଧା ବା ପ୍ରବନ୍ଧ ନିମନ୍ତେ ସ୍ବତନ୍ତ୍ର ଭାବେ ଗଠିତ ପ୍ରଶାସନିକ ବିଭାଗ

ଉଦାହରଣ : ରମଣ ଗଣିତ ବିଭାଗରେ କାର୍ଯ୍ୟରତ

ସମକକ୍ଷ : ମହକୁମା, ସେଲ୍

सुविधा या प्रबंध के लिए कार्य की अलग की हुई प्रशासनिक इकाई।

रमन्ना न्याय विभाग में कार्यरत है।
महकमा, मुहकमा, विभाग, सीग़ा, सीगा

An administrative unit in government or business.

division

ଅର୍ଥ : କୌଣସି ବିଷୟ ବା ସିଦ୍ଧାନ୍ତ ସମ୍ପର୍କରେ ଏକ ବିଚାର ବା ମତ ଦେଉଥିବା ଲୋକମାନଙ୍କ ବର୍ଗ

ଉଦାହରଣ : ଜୈନଧର୍ମ ଅନ୍ତର୍ଗତ ଦୁଇଟି ଶାଖା ଦିଗମ୍ବର ଏବଂ ଶ୍ୱେତାମ୍ବର ନାମରେ ପରିଚିତ

ସମକକ୍ଷ : ଶାଖା, ସମ୍ପ୍ରଦାୟ

किसी विषय या सिद्धांत के संबंध में एक ही विचार या मत रखनेवाले लोगों का वर्ग।

जैन धर्म के अंतर्गत दो शाखाएँ हैं-दिगंबर और श्वेतांबर।
शाखा, संप्रदाय, सम्प्रदाय

A group of nations having common interests.

They hoped to join the NATO community.
community