ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବିଭାଜନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବିଭାଜନ   ବିଶେଷ୍ୟ

ଅର୍ଥ : ଭାଙ୍ଗିବା, ଖଣ୍ଡିତ ହେବା ବା ବିଭାଜିତ ହେବାର ପ୍ରକ୍ରିୟା

ଉଦାହରଣ : କୌଣସି ନା କୌଣସି ସମାଜର ବିଘଟନ ତାକୁ ଦୁର୍ବଳ କରିଦିଏ

ସମକକ୍ଷ : ପୃଥକୀକରଣ, ବିଘଟନ

टूटने, खंडित होने या विघटित होने की क्रिया।

किसी भी समाज का विघटन उसे कमज़ोर ही बनाता है।
विघटन

Separation into component parts.

disintegration, dissolution

ଅର୍ଥ : କୌଣସି ସଂଖ୍ୟାକୁ ଦ୍ୱିତୀୟ ସଂଖ୍ୟା ଦ୍ୱାରା ଭାଗ କରିବା କାମ

ଉଦାହରଣ : ଆଜି ଶ୍ରେଣୀରେ ଗଣିତର ଭାଗକ୍ରିୟା ଶିଖାଯିବ

ସମକକ୍ଷ : ବିଭାଗ, ଭାଗ, ଭାଗ କାର୍ଯ୍ୟ, ଭାଗକର୍ମ, ଭାଗକ୍ରିୟା, ହରଣ, ହରିବା, ହରିବା କାମ, ହରିବା କାର୍ଯ୍ୟ

किसी संख्या से दूसरी संख्या को भाग देने की क्रिया।

आज गणित की कक्षा में भाग कर्म सिखाया जायेगा।
तकसीम, तक़सीम, तक़्सीम, तक्सीम, भाग, भाग कर्म, विभाजन

An arithmetic operation that is the inverse of multiplication. The quotient of two numbers is computed.

division

ଅର୍ଥ : ଅଲଗା ଅଲଗା ଭାଗ ବା ଅଂଶରେ ବାଣ୍ଟିବା କାର୍ଯ୍ୟ ବା ଭାବ

ଉଦାହରଣ : ରାମ ତା ଦୁଇପୁଅଙ୍କ ନିମନ୍ତେ ଘରକୁ ବିଭାଜନ କରିଦେଲେ

ସମକକ୍ଷ : ଭାଗ

अलग-अलग भागों या हिस्सों में बाँटने की क्रिया या भाव।

घर का विभाजन आवश्यक नहीं है।
अवच्छेदन, तकसीम, तक़सीम, तक़्सीम, तक्सीम, बँटवारा, बँटाई, भाजन, विखंडन, विखण्डन, विभाग, विभाजन, हिस्सा

The act of dividing or partitioning. Separation by the creation of a boundary that divides or keeps apart.

division, partition, partitioning, sectionalisation, sectionalization, segmentation