ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଂଶ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଂଶ   ବିଶେଷ୍ୟ

ଅର୍ଥ : ଯନ୍ତ୍ରଆଦିର କୌଣସି ଅଂଶ ବା ଭାଗ

ଉଦାହରଣ : ଏହି କଳର କିଛି ଅଂଶ ଖରାପ ହୋଇଯାଇଛି

ସମକକ୍ଷ : ଖଣ୍ଡ, ପାର୍ଟସ୍

ଅର୍ଥ : ବୃତ୍ତ ପରିଧିର ତ୍ରିଶତ ଷଷ୍ଠିତମ ଭାଗ

ଉଦାହରଣ : ଗଣିତ ଅଧ୍ୟାପକ ଛାତ୍ରମାନଙ୍କୁ ତିରିଶ ଡିଗ୍ରୀର କୋଣ ଅଙ୍କନ କରିବାକୁ କହିଲେ

ସମକକ୍ଷ : ଡିଗ୍ରୀ

वृत्त की परिधि का तीन सौ साठवाँ भाग।

गणित के अध्यापक ने छात्रों को तीस अंश का कोण बनाने को कहा।
अंश

A measure for arcs and angles.

There are 360 degrees in a circle.
arcdegree, degree

ଅର୍ଥ : କୌଣସି ଜମିଦାରୀରେ ଯେତେ ଭୂଭାଗ ଜଣେ ଅଂଶୀଦାରର ଅଧିକାରରେ ଥାଏ

ଉଦାହରଣ : ଅଂଶର ଭାଗବଣ୍ଟାକୁ ନେଇ ମହେଶର ପିଲାମାନେ ପରସ୍ପର ମଧ୍ୟରେ ଝଗଡ଼ା କରୁଛନ୍ତି

ସମକକ୍ଷ : ଭାଗ

किसी जमींदारी का उतना भूभाग जितना एक पट्टीदार के अधिकार में हो।

पट्टी के बँटवारे को लेकर महेश के लड़के आपस में लड़ते रहते हैं।
पट्टी

ଅର୍ଥ : କୌଣସି ସମ୍ପତ୍ତି କିମ୍ବା ସେଥିରୁ ହେଉଥିବା ଆୟର ଭାଗ ବା ଅଂଶ

ଉଦାହରଣ : ସେ ମୋ ଭାଗ ମଧ୍ୟ ଖାଇଗଲା ସେଥିରେ ମୋର ମଧ୍ୟ ଭାଗ ଅଛି

ସମକକ୍ଷ : ଭାଗ

किसी संपत्ति या उससे होने वाली आय का भाग या अंश।

उसने मेरा हिस्सा भी दबा लिया।
इसमें मेरा भी साझा है।
अंश, पट्टी, शेयर, साँझा, साझा, हिस्सा

Assets belonging to or due to or contributed by an individual person or group.

He wanted his share in cash.
part, percentage, portion, share

ଅର୍ଥ : ସମଷ୍ଟି ବା ସମୂହର କିଛି ଅଂଶ

ଉଦାହରଣ : ଏହାର ମଧ୍ୟ ଭାଗ ଟିକେ ମୋଟା

ସମକକ୍ଷ : ଭାଗ

समष्टि अथवा समूह का कोई अंश।

इसका मध्य भाग कुछ मोटा है।
अंश, प्रभाग, भाग, विधा, हिस्सा

One of the portions into which something is regarded as divided and which together constitute a whole.

The written part of the exam.
The finance section of the company.
The BBC's engineering division.
division, part, section

ଅର୍ଥ : ବିଭକ୍ତ ହେବା ବା ବାଣ୍ଟିବା ଦ୍ୱାରା ମିଳୁଥିବା ଅଂଶ

ଉଦାହରଣ : ମୁଁ ମୋ ଭାଗ ମଧ୍ୟ ଭାଇକୁ ଦେଇଦେଲି

ସମକକ୍ଷ : ବାଣ୍ଟ, ଭାଗ

विभक्त होने या बँटने पर मिलनेवाला अंश।

मैंने अपना हिस्सा भी भाई को दे दिया।
बखरा, बख़रा, बाँट, हिस्सा

Assets belonging to or due to or contributed by an individual person or group.

He wanted his share in cash.
part, percentage, portion, share

ଅର୍ଥ : କୌଣସି ବସ୍ତୁର ଦୃଢ଼ ଖଣ୍ଡ

ଉଦାହରଣ : ଏହି ମନ୍ଦିର ବଡ଼ବଡ଼ ଶିଳା ଖଣ୍ଡରେ ତିଆରିଏହି ମନ୍ଦିର ପଥରର ବଡ଼ବଡ଼ ଖଣ୍ଡରେ ତିଆରି

ସମକକ୍ଷ : ଖଣ୍ଡ, ଟୁକୁଡ଼ା, ଭାଗ

किसी भी वस्तु का ठोस टुकड़ा।

यह मंदिर पत्थर के बड़े-बड़े टुकड़ों से बना है।
अवच्छेद, खंड, खण्ड, टुकड़ा, परखचा, परखच्चा, व्यवच्छेद

A solid piece of something (usually having flat rectangular sides).

The pyramids were built with large stone blocks.
block

ଅର୍ଥ : କୌଣସି କାମରେ ସହଭାଗୀ ବା ଭାଗନେବାର ପ୍ରକ୍ରିୟା

ଉଦାହରଣ : ଏହି ବେପାରରେ ମୋ ବଡ଼ଭାଇଙ୍କ ସହଭାଗିତା ଅଛି

ସମକକ୍ଷ : ସହଭାଗିତା

किसी काम में सहभागी होने या भाग लेने की क्रिया।

इस व्यापार में बड़े भाई की सहभागिता है।
संभागिता, सहभागिता, हाथ

The act of sharing in the activities of a group.

The teacher tried to increase his students' engagement in class activities.
engagement, involution, involvement, participation

ଅର୍ଥ : ଅଙ୍ଗ ବା ଅବୟବରୁ କୌଣସି ଗୋଟିଏ ଯାହାକୁ ଯୋଗକଲେ କୌଣସି ଜିନିଷ ତିଆରି ହୁଏ

ଉଦାହରଣ : ଏହି ଯନ୍ତ୍ରର ସବୁ ଅଂଶ ଗୋଟିଏ କାରଖାନାରେ ତିଆରି ହୋଇଛି ଏହାର ଆର ପାଦରେ ଆମେମାନେ ଆପଣମାନଙ୍କୁ ଏକ ନାଟକ ଦେଖାଇବୁ

ସମକକ୍ଷ : ଖଣ୍ଡ, ଖଣ୍ଡିତାଂଶ, ଚରଣ, ପାଦ, ବିଭାଗ, ଭାଗ

उन अंगों या अवयवों में से कोई एक, जिनके योग से कोई वस्तु बनी हो।

बच्चे ने खिलौने का एक-एक भाग अलग कर दिया।
अंग, अंश, अंशक, कल, खंड, खण्ड, टुकड़ा, पुरज़ा, पुरजा, पुर्ज़ा, पुर्जा, भंग, भङ्ग, भाग, विभाग, हिस्सा

Something determined in relation to something that includes it.

He wanted to feel a part of something bigger than himself.
I read a portion of the manuscript.
The smaller component is hard to reach.
The animal constituent of plankton.
component, component part, constituent, part, portion