ଅର୍ଥ : ଯେଉଁ ଯୋଗ୍ୟତା ବା ସାମର୍ଥ୍ୟ ଯୋଗୁଁ କାହାଠାରେ କିଛି କରିପାରିବାର ବଳ ଆସେ
ଉଦାହରଣ :
କିଛି ଲୋକ ନିଜ ଶକ୍ତିର ଦୁରୁପଯୋଗ କରନ୍ତି
ସମକକ୍ଷ : ଶକ୍ତି
ଅର୍ଥ : କିଛି ଧାରଣ କରିବାର ଯୋଗ୍ୟତା ବା ଶକ୍ତି
ଉଦାହରଣ :
ଏହି ସିନେମା ଘରର ଧାରଣ କ୍ଷମତା ପାଞ୍ଚଶହ
ସମକକ୍ଷ : ଧାରଣ କ୍ଷମତା