ଅର୍ଥ : କୌଣସି କାମଆଦିକୁ କରିବାପାଇଁ ଉପଯୋଗ ହେଉଥିବା ଶକ୍ତି
ଉଦାହରଣ :
ସୂର୍ଯ୍ୟ ଶକ୍ତିର ଏକ ବହୁତ ବଡ଼ ସ୍ରୋତ
ସମକକ୍ଷ : ଊର୍ଜା, ପ୍ରାକୃତିକ ଶକ୍ତି
ଅର୍ଥ : ଯେଉଁ ଯୋଗ୍ୟତା ବା ସାମର୍ଥ୍ୟ ଯୋଗୁଁ କାହାଠାରେ କିଛି କରିପାରିବାର ବଳ ଆସେ
ଉଦାହରଣ :
କିଛି ଲୋକ ନିଜ ଶକ୍ତିର ଦୁରୁପଯୋଗ କରନ୍ତି
ସମକକ୍ଷ : କ୍ଷମତା
ଅର୍ଥ : ତନ୍ତ୍ରରେ ବର୍ଣ୍ଣିତ ଜଣେ ଅଧିଷ୍ଠାତ୍ରୀ ଦେବୀ ଯାହାଙ୍କର ଉପାସନା କରୁଥିବା ଲୋକମାନଙ୍କୁ ଶାକ୍ତ କୁହାଯାଏ
ଉଦାହରଣ :
ପ୍ରାଚୀନକାଳରୁ ଶକ୍ତିଙ୍କ ଉପାସନା ଚାଲିଆସିଛି
ସମକକ୍ଷ : ଇଶ୍ୱରୀ
ଅର୍ଥ : ଗୋଟିଏ ମାତ୍ରା ଛନ୍ଦ
ଉଦାହରଣ :
ଶକ୍ତିର ପ୍ରତ୍ୟେକ ପାଦରେ ଅଠରଟି ମାତ୍ରା ଥାଏ
ଅର୍ଥ : କୌଣସି ସ୍ଥାନରେ ପହଞ୍ଚିବାର ଶକ୍ତି ବା ସାମର୍ଥ୍ୟ
ଉଦାହରଣ :
ଏହି କାର୍ଯ୍ୟ ମୋ ସାମର୍ଥ୍ୟର ବାହାରେ
ସମକକ୍ଷ : ସାମର୍ଥ୍ୟ
ଅର୍ଥ : କୌଣସି ବିଶିଷ୍ଟ ଦେବତାଙ୍କ ଯେଉଁ ପରାକ୍ରମ ବା ଶକ୍ତି ତାଙ୍କ ପତ୍ନୀରୂପେ ଗ୍ରହଣ କରାଯାଏ
ଉଦାହରଣ :
ଗୌରୀ ଶିବଙ୍କର ଓ ଲକ୍ଷ୍ମୀ ବିଷ୍ଣୁଙ୍କ ଶକ୍ତି