ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବଳ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବଳ   ବିଶେଷ୍ୟ

ଅର୍ଥ : କୃଷ୍ଣଙ୍କ ବଡ଼ ଭାଇ ଯିଏ ରୋହିଣୀଙ୍କ ପୁତ୍ର ଥିଲେ

ଉଦାହରଣ : ବଳରାମଙ୍କୁ ଶେଷନାଗଙ୍କ ଅବତାର ବୋଲି ବିଶ୍ୱାସ କରାଯାଏ

ସମକକ୍ଷ : କାମପାଳ, ବଳଦେବ, ବଳଭଦ୍ର, ବଳରାମ, ରେବତୀରମଣ, ରେବତୀଶ, ଲାଙ୍ଗଳୀ, ସଂକର୍ଷଣ, ହଳଧର

Elder brother of Krishna. An incarnation of Vishnu.

balarama

ଅର୍ଥ : ଶରୀରର ବଳ

ଉଦାହରଣ : ପୌଷ୍ଟିକ ଭୋଜନ ନ ମିଳିଲେ ବଳ କମିଯାଏ

ସମକକ୍ଷ : ଜୋର, ତାକତ, ଦମ, ଶାରୀରିକ ବଳ, ଶାରୀରିକ ଶକ୍ତି

शरीर का बल।

पौष्टिक भोजन न मिलने पर ताक़त कम हो जाती है।
कूवत, ज़ोर, जोर, ताकत, ताक़त, दम, शारीरिक बल, शारीरिक शक्ति

Physical energy or intensity.

He hit with all the force he could muster.
It was destroyed by the strength of the gale.
A government has not the vitality and forcefulness of a living man.
force, forcefulness, strength

ଅର୍ଥ : ଜଣେ ଅସୁର

ଉଦାହରଣ : ପୁରାଣରେ ବଳର ବର୍ଣ୍ଣନା ମିଳିଥାଏ

एक असुर।

बल का वर्णन पुराणों में मिलता है।
बल

ଅର୍ଥ : ଯେଉଁ ଅସୁରକୁ ଇନ୍ଦ୍ର ମାରିଥିଲେ

ଉଦାହରଣ : ପୁରାଣରେ ବଳର ବର୍ଣ୍ଣନା ମିଳିଥାଏ

एक असुर जिसे इंद्र ने मारा था।

वल का वर्णन पुराणों में मिलता है।
वल

ଅର୍ଥ : ଯେଉଁ ଶକ୍ତିରେ ଆମେ କାହାରି କିଛି କରିପାରୁ

ଉଦାହରଣ : ତା ଉପରେ ଆମର କୌଣସି ଜୋର୍ ନାହିଁ

ସମକକ୍ଷ : କାବୁ, ଜୋର୍

वह शक्ति जिससे हम किसी से कुछ करवा सकते हैं।

उन पर हमारा कोई ज़ोर नहीं है।
काबू, ज़ोर, जोर, बल

A force that compels.

The public brought pressure to bear on the government.
pressure

ଅର୍ଥ : ଏଭଳି ଏକ ତତ୍ତ୍ୱ ଯାହା କୌଣସି କାର୍ଯ୍ୟ କରେ, କରାଏ ବା କ୍ରିୟାକର୍ମ ରୂପରେ ନିଜର ପ୍ରଭାବ ଦେଖାଏ

ଉଦାହରଣ : ଏହି କାର୍ଯ୍ୟ କରିବା ସମୟରେ ଆପଣଙ୍କ ଶକ୍ତିର ପରିଚୟ ମିଳିବ

ସମକକ୍ଷ : କ୍ଷମତା, ତାକତ୍‌, ଦମ୍, ଶକ୍ତି

कोई ऐसा तत्व जो कोई कार्य करता, कराता या क्रियात्मक रूप में अपना प्रभाव दिखलाता हो।

इस कार्य के दौरान आपकी शक्ति का पता चल जायेगा।
अवदान, कुव्वत, कूवत, क्षमता, ज़ोर, जोर, ताकत, ताक़त, दम, दम-खम, दम-ख़म, दमखम, दमख़म, दाप, पावर, बल, बूता, वयोधा, वाज, वीर्या, वृजन, शक्ति, सत्त्व, सत्व, हीर

The property of being physically or mentally strong.

Fatigue sapped his strength.
strength

ଅର୍ଥ : କ୍ଷମତାରେ ପୂର୍ଣ୍ଣ ହୋଇଥିବା ଅବସ୍ଥା ବା ଭାବ

ଉଦାହରଣ : ଆପଣଙ୍କ ପାରିବାପଣରୁ ଏହି କାର୍ଯ୍ୟ ହୋଇପାରିଲା

ସମକକ୍ଷ : ତାକତ୍, ପାରିବାପଣ, ଶକ୍ତି, ସମର୍ଥନ

क्षमता से पूर्ण होने की अवस्था या भाव।

आपकी ताक़त के कारण ही यह कार्य हो सका।
क्षमतापूर्णता, ताकत, ताक़त, शक्तिपूर्णता, समर्थता, सामर्थ्य

Enduring strength and energy.

stamina, staying power, toughness

ଅର୍ଥ : ରାଜ୍ୟ ବା ଶାସନର ସଶସ୍ତ୍ର ସୈନିକ ଆଦିଙ୍କର ଯେଉଁ ବର୍ଗଙ୍କ ସହାୟତାରେ ଯୁଦ୍ଧ,ସୁରକ୍ଷା,ଶାନ୍ତି ସ୍ଥାପନ ଆଦି କାର୍ଯ୍ୟ ହୋଇଥାଏ

ଉଦାହରଣ : ଆମ ରାଜ୍ୟରେ ପୋଲିସ ବଳ ବହୁତ ସଶକ୍ତ

ସମକକ୍ଷ : ଫୋର୍ସ

राज्य या शासन के सशस्त्र सैनिकों आदि का वर्ग जिसकी सहायता से युद्ध, रक्षा, शांतिस्थापना आदि कार्य होते हैं।

हमारे राज्य का पुलिस बल बहुत सशक्त है।
फोर्स, बल

Group of people willing to obey orders.

A public force is necessary to give security to the rights of citizens.
force, personnel