ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସତ୍ତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସତ୍ତା   ବିଶେଷ୍ୟ

ଅର୍ଥ : ଅଧିକାର, ବଳ ବା ସାମର୍ଥ୍ୟର ଉପଭୋଗ କରି ଯେଉଁ ଶକ୍ତି ନିଜ କାମ କରେ

ଉଦାହରଣ : ଇନ୍ଦିରାଗାନ୍ଧୀ ୧୯୭୫ ରେ ନିଜ କ୍ଷମତାବଳରେ ଜରୁରୀକାଳୀନ ଅବସ୍ଥା ଘୋଷଣା କରିଥିଲେ

ସମକକ୍ଷ : ଆଧିପତ୍ୟ, କ୍ଷମତା, ପ୍ରଭୁତ୍ୱ, ଶାସନ

वह शक्ति जो अधिकार,बल या सामर्थ्य का उपभोग करके अपना काम करती हो।

इन्दिरा गाँधी ने उन्नीस सौ पचहत्तर में अपनी सत्ता के दौरान आपात काल की घोषणा की थीं।
प्रभुत्व, शासन, सत्ता, स्वामित्व, हुकूमत

The power or right to give orders or make decisions.

He has the authority to issue warrants.
Deputies are given authorization to make arrests.
A place of potency in the state.
authorisation, authority, authorization, dominance, potency, say-so

ଅର୍ଥ : ଅସ୍ତିତ୍ୱ ଭାବ

ଉଦାହରଣ : ବେଳେବେଳେ ଆମ ମନରେ ଏଭଳି ପ୍ରଶ୍ନ ଆସେ ଯେ ଈଶ୍ୱରଙ୍କର କ’ଣ ଅସ୍ତିତ୍ୱ ଅଛି ?

ସମକକ୍ଷ : ଅସ୍ତିତ୍ୱ, ବିଦ୍ୟମାନତା

सत्ता का भाव।

कभी-कभी हमारे मन में यह प्रश्न उठता है कि क्या ईश्वर का अस्तित्व है।
अस्ति, अस्तित्व, नमोंनिशान, भव, मौजूदगी, वज़ूद, वजूद, विद्यमानता, संभूति, सत्ता, सत्त्व, सत्व, हस्ती

The state or fact of existing.

A point of view gradually coming into being.
Laws in existence for centuries.
He appeared on the face of the earth one day.
being, beingness, existence, face of the earth