ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଧ୍ୟବସାୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଧ୍ୟବସାୟ   ବିଶେଷ୍ୟ

ଅର୍ଥ : ଦୃଢ଼ତାପୂର୍ବକ ତଥା ନିରନ୍ତର କୌଣସି କାମରେ ଲାଗି ରହିବାର କ୍ରିୟା

ଉଦାହରଣ : ଏକଲବ୍ୟ ଅଧ୍ୟବସାୟଦ୍ୱାରା ଧନୁର୍ବିଦ୍ୟାରେ ଅତ୍ୟଧିକ ନିପୁଣ ହୋଇଯାଇଥିଲା

दृढ़तापूर्वक तथा निरन्तर किसी काम में लगे रहने की क्रिया।

एकलव्य अध्यवसाय द्वारा धनुर्विद्या में अत्यधिक निपुण हो गया था।
अध्यवसाय, घोर परिश्रम, रसूख, रसूख़, रुसूख, रुसूख़

Persevering determination to perform a task.

His diligence won him quick promotions.
Frugality and industry are still regarded as virtues.
diligence, industriousness, industry

ଅର୍ଥ : କୌଣସି କାର୍ଯ୍ୟ ସିଦ୍ଧକରିବାପାଇଁ କରାଯାଉଥିବା କଠିନ ପରିଶ୍ରମ

ଉଦାହରଣ : ଅର୍ଜୁନଙ୍କ ସାଧନା ତାଙ୍କୁ ଜଣେ ବଡ଼ ଧନୁର୍ଦ୍ଧର କରିଥିଲ

ସମକକ୍ଷ : ଅଭ୍ୟାସ, ତପସ୍ୟା, ତାଲିମ୍‌, ପ୍ରଯତ୍ନ, ବିହିତ ପ୍ରକ୍ରିୟା, ବ୍ରତ, ସାଧନା

कोई कार्य सिद्ध करने के लिए किया जाने वाला कठिन परिश्रम।

अर्जुन की साधना ने उसे एक बड़ा धनुर्धर बना दिया।
अध्यवसाय, आकूति, तकरीब, तक़रीब, तप, तपस्या, सतत प्रयत्न, साधना

Persevering determination to perform a task.

His diligence won him quick promotions.
Frugality and industry are still regarded as virtues.
diligence, industriousness, industry