ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଉପଯୁକ୍ତତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଉପଯୁକ୍ତତା   ବିଶେଷ୍ୟ

ଅର୍ଥ : ଉପଯୁକ୍ତ ହେବାର ଅବସ୍ଥା ବା ଭାବ

ଉଦାହରଣ : ସାମଗ୍ରୀ ଗୁଡ଼ିକର ସମୀଚୀନତା ଦେଖି ସେଗୁଡ଼ିକ କିଣିବା ଉଚିତ୍

ସମକକ୍ଷ : ଉଚିତତା, ଔଚିତ୍ୟ, ଯଥାର୍ଥତା, ସମୀଚୀନତା, ସମୁଚିତତା

उपयुक्त या उचित होने की अवस्था या भाव।

सामान की उपयुक्तता देखकर ही उसे खरीदना चाहिए।
उचितता, उपयुक्तता, औचित्य, गठौत, गठौती, समीचीनता, समुचितता, साधकता

The quality of having the properties that are right for a specific purpose.

An important requirement is suitability for long trips.
suitability, suitableness

ଅର୍ଥ : ଉତ୍ତମ ଶାରୀରିକ ଅବସ୍ଥା

ଉଦାହରଣ : କେତେକ ଭାରତୀୟ ଖେଳାଳି ଫିଟିନେସର ସମସ୍ୟାରେ ଜଡିତ

ସମକକ୍ଷ : ଫିଟିନେସ

अच्छी शारीरिक अवस्था।

कई भारतीय खिलाड़ी फिटनेस की समस्या से जूझ रहे हैं।
फिटनेस

ଅର୍ଥ : ଜ୍ଞାନ, ଅନୁଭବ, ଶିକ୍ଷାଆଦିର ଦୃଷ୍ଟିରେ ସେହି ବିଶେଷତା ବା ଗୁଣ ଯାହାକୁ ଆଧାର କରି କୌଣସି କାର୍ଯ୍ୟ ବା ପଦ ନିମନ୍ତେ ଜଣଙ୍କୁ ଉପଯୁକ୍ତରୂପେ ବିଚାରକରାଯାଏ

ଉଦାହରଣ : ପରୀକ୍ଷାଦ୍ୱାରା ବିଦ୍ୟାର୍ଥୀମାନଙ୍କର ଯୋଗ୍ୟତାକୁ ପରଖାଯାଏ

ସମକକ୍ଷ : କ୍ଷମତା, ପରଖ, ଯୋଗ୍ୟତା, ସାମର୍ଥ୍ୟ

ज्ञान, अनुभव, शिक्षा आदि की दृष्टि से वह विशेषता या गुण जिसके आधार पर कोई किसी कार्य या पद के लिए उपयुक्त समझा जाता है।

प्रतियोगी परीक्षाओं के द्वारा विद्यार्थियों की योग्यता परखी जाती है।
अर्हता, इल्मीयत, इस्तेदाद, उपयुक्तता, काबिलियत, काबिलीयत, क्षमता, माद्दा, योग्यता, लियाकत, लियाक़त, सलीक़ा, सलीका, सामर्थ्य, हुनर

An attribute that must be met or complied with and that fits a person for something.

Her qualifications for the job are excellent.
One of the qualifications for admission is an academic degree.
She has the makings of fine musician.
making, qualification

ଅର୍ଥ : ସଂଗତ ହେବା ଅବସ୍ଥା ବା ଭାବ

ଉଦାହରଣ : ପରିସ୍ଥିତିର ସଂଗତତା କାରଣରୁ ସେ ଜୀବନରେ ସଫଳ ହୋଇପାରିଲା

ସମକକ୍ଷ : ଯୌକ୍ତିକତା, ସଂଗତତା, ସଙ୍ଗତତା, ସମ୍ବନ୍ଧ, ସାମଞ୍ଜସ୍ୟତା

संगत होने की अवस्था या भाव।

परिस्थितियों की संगतता के कारण वह जीवन में सफल होता चला गया।
संगतता

Logical coherence and accordance with the facts.

A rambling argument that lacked any consistency.
consistency