ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସାମର୍ଥ୍ୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସାମର୍ଥ୍ୟ   ବିଶେଷ୍ୟ

ଅର୍ଥ : ପୂର୍ଣ୍ଣ ବା ବ୍ୟାପ୍ତି ହେବାର ସ୍ଥାନ

ଉଦାହରଣ : ଏଥିରେ ଆଉ ଲୁଗା ରଖିବାର କ୍ଷମତା ନାହିଁ

ସମକକ୍ଷ : କ୍ଷମତା

अटने या समाने या सुधार आदि की जगह।

इसमें और कपड़े रखने की कोई गुंजाइश नहीं है।
गुंजाइश

Opportunity for.

Room for improvement.
room

ଅର୍ଥ : କିଛି କରି ପାରିବାର କ୍ଷମତା

ଉଦାହରଣ : ତୁମଠାରେ କି ସାମର୍ଥ୍ୟ ଅଛି ଯେ ମୁଁ ତୁମକୁ ଡରିବି?

ସମକକ୍ଷ : ଓଜନ, ଦମ୍, ଶକ୍ତି

कुछ कर सकने की शक्ति।

तुम्हारी औकात ही क्या है कि मैं तुमसे डरूँ।
इख़्तियार, इख्तियार, औकात, निष्क्रय, बिसात, सामर्थ, सामर्थ्य, सामर्थ्य शक्ति, हैसियत

The quality of being capable -- physically or intellectually or legally.

He worked to the limits of his capability.
capability, capableness

ଅର୍ଥ : କୌଣସି ସ୍ଥାନରେ ପହଞ୍ଚିବାର ଶକ୍ତି ବା ସାମର୍ଥ୍ୟ

ଉଦାହରଣ : ଏହି କାର୍ଯ୍ୟ ମୋ ସାମର୍ଥ୍ୟର ବାହାରେ

ସମକକ୍ଷ : ଶକ୍ତି

किसी विषय या बात तक पहुँचने की शक्ति या सामर्थ्य।

यह काम मेरी पहुँच के बाहर का है।
दखल, दख़ल, पहुँच, पहुंच, पैठ, प्रवेश

An area in which something acts or operates or has power or control:.

The range of a supersonic jet.
A piano has a greater range than the human voice.
The ambit of municipal legislation.
Within the compass of this article.
Within the scope of an investigation.
Outside the reach of the law.
In the political orbit of a world power.
ambit, compass, orbit, range, reach, scope

ଅର୍ଥ : ବହୁତ ଭଲ ଭାବରେ ସମ୍ପୂର୍ଣ୍ଣ କରାଯାଇଥିବା କୌଣସି କଠିନ ବା ବଡକାମ

ଉଦାହରଣ : ପିଲାଙ୍କୁ ସେମାନଙ୍କର ଦକ୍ଷତା ପାଇଁ ପୁରସ୍କାର ଦେବା ଉଚିତ

ସମକକ୍ଷ : ଦକ୍ଷତା, ନିପୁଣତା, ପଟୁତା

बहुत अच्छी तरह से पूरा किया हुआ कोई कठिन या बड़ा काम।

बच्चों को उनकी कारगुज़ारियों के लिए इनाम देना चाहिए।
कारगुज़ारी, कारगुजारी

Something that people do or cause to happen.

act, deed, human action, human activity

ଅର୍ଥ : ଜ୍ଞାନ, ଅନୁଭବ, ଶିକ୍ଷାଆଦିର ଦୃଷ୍ଟିରେ ସେହି ବିଶେଷତା ବା ଗୁଣ ଯାହାକୁ ଆଧାର କରି କୌଣସି କାର୍ଯ୍ୟ ବା ପଦ ନିମନ୍ତେ ଜଣଙ୍କୁ ଉପଯୁକ୍ତରୂପେ ବିଚାରକରାଯାଏ

ଉଦାହରଣ : ପରୀକ୍ଷାଦ୍ୱାରା ବିଦ୍ୟାର୍ଥୀମାନଙ୍କର ଯୋଗ୍ୟତାକୁ ପରଖାଯାଏ

ସମକକ୍ଷ : ଉପଯୁକ୍ତତା, କ୍ଷମତା, ପରଖ, ଯୋଗ୍ୟତା

ज्ञान, अनुभव, शिक्षा आदि की दृष्टि से वह विशेषता या गुण जिसके आधार पर कोई किसी कार्य या पद के लिए उपयुक्त समझा जाता है।

प्रतियोगी परीक्षाओं के द्वारा विद्यार्थियों की योग्यता परखी जाती है।
अर्हता, इल्मीयत, इस्तेदाद, उपयुक्तता, काबिलियत, काबिलीयत, क्षमता, माद्दा, योग्यता, लियाकत, लियाक़त, सलीक़ा, सलीका, सामर्थ्य, हुनर

An attribute that must be met or complied with and that fits a person for something.

Her qualifications for the job are excellent.
One of the qualifications for admission is an academic degree.
She has the makings of fine musician.
making, qualification