ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଅଧିକାର, ବଳ ବା ସାମର୍ଥ୍ୟର ଉପଭୋଗ କରି ଯେଉଁ ଶକ୍ତି ନିଜ କାମ କରେ
ଉଦାହରଣ : ଇନ୍ଦିରାଗାନ୍ଧୀ ୧୯୭୫ ରେ ନିଜ କ୍ଷମତାବଳରେ ଜରୁରୀକାଳୀନ ଅବସ୍ଥା ଘୋଷଣା କରିଥିଲେ
ସମକକ୍ଷ : ଆଧିପତ୍ୟ, କ୍ଷମତା, ଶାସନ, ସତ୍ତା
वह शक्ति जो अधिकार,बल या सामर्थ्य का उपभोग करके अपना काम करती हो।
The power or right to give orders or make decisions.
ଅର୍ଥ : ପ୍ରଭୁ ହେବାର ସ୍ଥିତି
ଉଦାହରଣ : ଈଶ୍ୱରଙ୍କ ପ୍ରଭୁତ୍ୱ କେହି ଅସ୍ୱୀକାର କରିପାରିବେ ନାହିଁ
ସମକକ୍ଷ : ଈଶ୍ୱରତ୍ୱ
प्रभु होने की स्थिति।
The authority of a lord.
ଅର୍ଥ : ଅଧିପତି ହେବାର ଅବସ୍ଥା ବା ଭାବ
ଉଦାହରଣ : ପୂର୍ବରୁ ଭାରତରେ ବିଦେଶୀମାନଙ୍କର ଆଧିପତ୍ୟ ଥିଲା
ସମକକ୍ଷ : ଅଧିକାର, ଆଧିପତ୍ୟ, ଶାସନାଧିକାର, ସ୍ୱାମୀତ୍ୱ, ହୁକୁମ
अधिपति होने की अवस्था या भाव।
The act of having and controlling property.
ସଂସ୍ଥାପନ କରନ୍ତୁ