ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶାସନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶାସନ   ବିଶେଷ୍ୟ

ଅର୍ଥ : ଅଧିକାର, ବଳ ବା ସାମର୍ଥ୍ୟର ଉପଭୋଗ କରି ଯେଉଁ ଶକ୍ତି ନିଜ କାମ କରେ

ଉଦାହରଣ : ଇନ୍ଦିରାଗାନ୍ଧୀ ୧୯୭୫ ରେ ନିଜ କ୍ଷମତାବଳରେ ଜରୁରୀକାଳୀନ ଅବସ୍ଥା ଘୋଷଣା କରିଥିଲେ

ସମକକ୍ଷ : ଆଧିପତ୍ୟ, କ୍ଷମତା, ପ୍ରଭୁତ୍ୱ, ସତ୍ତା

वह शक्ति जो अधिकार,बल या सामर्थ्य का उपभोग करके अपना काम करती हो।

इन्दिरा गाँधी ने उन्नीस सौ पचहत्तर में अपनी सत्ता के दौरान आपात काल की घोषणा की थीं।
प्रभुत्व, शासन, सत्ता, स्वामित्व, हुकूमत

The power or right to give orders or make decisions.

He has the authority to issue warrants.
Deputies are given authorization to make arrests.
A place of potency in the state.
authorisation, authority, authorization, dominance, potency, say-so

ଅର୍ଥ : ଦେଶ, ରାଜ୍ୟ ଆଦିର ଶାସନ ପ୍ରବଂଧ କରୁଥିବା ସଂସ୍ଥା

ଉଦାହରଣ : ସରକାର ନିଜ ନୀତିଗୁଡ଼ିକ କାର୍ଯ୍ୟକାରୀ କରିବା ଉଚିତ

ସମକକ୍ଷ : ପ୍ରଶାସନ, ସରକାର

देश, राज्य आदि का शासन-प्रबंध करने वाली संस्था या सत्ता।

सरकार को अपनी नीतियों पर अमल करना चाहिए।
गवर्नमेंट, गवर्नमेन्ट, गवर्मन्ट, प्रशासन, शासन, सरकार

The organization that is the governing authority of a political unit.

The government reduced taxes.
The matter was referred to higher authorities.
authorities, government, regime

ଅର୍ଥ : ଶାସନତନ୍ତ୍ର ବା ରାଜତନ୍ତ୍ରର ପ୍ରମୁଖ ଶାସକ

ଉଦାହରଣ : ଶାସକ କିଛି ନୂଆ ମନ୍ତ୍ରୀଙ୍କୁ ଶାସନରେ ନିଯୁକ୍ତି ଦେଲେ

वह शासनतंत्र या राज्यतंत्र जिसका प्रमुख एक शासक हो।

शासक ने साम्राज्य में कुछ नए मंत्रियों को जगह दी।
साम्राज्य

A monarchy with an emperor as head of state.

empire

ଅର୍ଥ : ରାଜ୍ୟ କାର୍ଯ୍ୟର ପ୍ରବନ୍ଧ ଓ ସଞ୍ଚାଳନ

ଉଦାହରଣ : ଆଜିକାଲି ଦେଶର ଶାସନ ଭ୍ରଷ୍ଟାଚାରିଙ୍କ ହାତରେ ରହିଛି

ସମକକ୍ଷ : ଅନୁଶାସନ, ପ୍ରଶାସନ, ଶାସନବ୍ୟବସ୍ଥା